Why the Sudden Ceasefire?: ଟ୍ରମ୍ପଙ୍କ ବଡ଼ 'ୟୁ-ଟର୍ଣ୍ଣ'! ଯୁଦ୍ଧବିରତି ପଛର ରହସ୍ୟ କ’ଣ?
ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ସାରା ବିଶ୍ବ ଟିକେ ଆଶ୍ବସ୍ତ ହୋଇଛି। ତେହେରାନ୍ ରାଜପଥରେ ଲୋକେ ବିଜୟ ଉତ୍ସବ ମନାଉଥିବା ବେଳେ ଆମେରିକାରେ ଟ୍ରମ୍ପଙ୍କ ବିରୋଧରେ ନାରାବାଜି ହୋଇଛି।
otvkhabar.in