Congress Workers Protest: ମାଡ଼ି ଆସିଲେ କଂଗ୍ରେସକର୍ମୀ, ଅଫିସ ଛାଡ଼ି ଘରକୁ ଫେରିଗଲେ ସରକାରୀ କର୍ମଚାରୀ
ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶିଗଲେ କଂଗ୍ରେସ କର୍ମୀ। ବନ୍ଦ ପାଳନ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଅଫିସ ବନ୍ଦ କରିବାକୁ ଦାବି କଲେ। ଫଳରେ ଘରକୁ ଫେରିଗଲେ କର୍ମଚାରୀ।
otvkhabar.in