We work for climate-resilient sustainable development through the promotion of best practices, resource conservation, legal empowerment, and capacity building.

Joined August 2016
661 Photos and videos
#ବାଉଁଶ ଏକ #ଲଘୁବନଜାତଦ୍ରବ୍ୟ ଏବଂ #ଜଙ୍ଗଲଅଧିକାରଆଇନ #ଗୋଷ୍ଠୀଜଙ୍ଗଲସମ୍ବଳ ଅଧିକାରପ୍ରାପ୍ତ #ଗ୍ରାମସଭାକୁ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ, ଉପଯୋଗ, ତଥା ବିକ୍ରି ପାଇଁ ପୂର୍ଣ୍ଣ କ୍ଷମତା ଦେଇଛି I ତଦନୁଯାୟୀ ଦଶପଲ୍ଲା କୁଲୁରୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ତଳ ଡିକିରି ଗ୍ରାମସଭା ନିଜର ଜଙ୍ଗଲୀ ବାଉଁଶ କଟାଇ ଏକ କମ୍ପାନୀକୁ ବିକ୍ରି କରିଛି I ଉଲ୍ଲେଖଯୋଗ୍ୟ ଯେ ବାଉଁଶ ବୁଦାର ସୁସ୍ଥ ଅଭିବୃଦ୍ଧି ପାଇଁ ନିୟମିତ ଅନ୍ତରରେ ପାକଳ ବାଉଁଶ କାଟି ବାହାର କରିବାକୁ ହୋଇଥାଏ I ଏହି ପାକଳ ବାଉଁଶ ଜଙ୍ଗଲରୁ କଢ଼ା ହୋଇଗଲେ ନିଆଁ ଲାଗିବାର ଆଶଙ୍କା କମିଯାଏ , ପୁଣି ଏହାକୁ ବଡ଼ ପରିମାଣରେ ବିକ୍ରି କରାଗଲେ ଯଥେଷ୍ଟ ଆୟ ମଧ୍ୟ ହୋଇଥାଏ I ତଳ ଡିକିରି ଗ୍ରାମସଭା ଚଳିତ ଥର ଏହି ବାଉଁଶ ବିକ୍ରିରୁ ପ୍ରାୟ ୩ ଲକ୍ଷ ଟଙ୍କା ଆୟର ଆଶା ରଖିଛି ଯାହା ଗରିବ ଗ୍ରାମବାସୀଙ୍କ ପାଇଁ ଏକ ବଡ଼ କଥା I Exercising its powers conferred under the #ForestRightsAct2026 , the #TalaDikiri #Gramsabha, which is a #CFRR-holder, sold its #forestbamboo to an industrial procurer in order to safeguard the forest health, help develop the wild bamboo resources naturally, and ensure revenue for both individual & collective economic empowerment of the village. More details at: linkedin.com/feed/update/urn… @ForestRightsAct ; @ForestDivision ; @AdmnNayagarh @globalforests ; @P4Forests ; @IIfmBhopal
12
ଦଶପଲ୍ଲାର ଏକ ଦୂର ଆଦିବାସୀ ଗାଁ' ମୁଂଡ଼ୁଳିର ଶାନ୍ତ ପରିବେଶରେ ସ୍ଥାନୀୟ ଜଙ୍ଗଲ ସୁରକ୍ଷାକାରୀ ଗ୍ରାମଗୋଷ୍ଠୀଙ୍କ ଦ୍ୱାରା #ବିଶ୍ୱପରିବେଶଦିବସ ପାଳନର କିଛି ଦୃଶ୍ୟ .... (ଫଟୋ ସୌଜନ୍ୟ: ଲିଙ୍ଗରାଜ କଲତା ) #WorldEnvironmentDay2026 as celebrated by our forest protecting communities of Dasapalla area(Photo:Lingaraj)
12
This year's @EarthCareAwards as covered in the @timesofindia newspaper on 28th May 2026 featuring also NIRMAN's contribution in promoting #CommunityledClimateAction. ଚଳିତ ବର୍ଷର ମର୍ଯ୍ୟାଦାଜନକ 'ଆର୍ଥ କେୟାର' @EarthCareAwards ପୁରସ୍କାରର ବିଜେତାମାନଙ୍କର ସମ୍ପର୍କରେ @timesofindia ସମ୍ବାଦପତ୍ରରେ ଗତ ୨୮ ତାରିଖ ଦିନ ପ୍ରକାଶିତ ବିସ୍ତୃତ ଉପସ୍ଥାପନା ଯେଉଁଥିରେ 'ନିର୍ମାଣ' ମଧ୍ୟ ସ୍ଥାନ ପାଇଛି I @ForestDivision , @ForestDeptt
1
25
#WorldBiodiversityDay2026 ଚଳିତ #ବିଶ୍ୱଜୈବବୈଚିତ୍ର୍ୟଦିବସର ବାର୍ତ୍ତା ହେଉଛି 'ସ୍ଥାନୀୟ ପଦକ୍ଷେପ, ବିଶ୍ଵବ୍ୟାପୀ ପ୍ରଭାବ' ଯାହା ପ୍ରତିଫଳିତ ହେଉଛି ଓଡ଼ିଶା ଓ ଅନ୍ୟତ୍ର #ଗୋଷ୍ଠୀଜଙ୍ଗଲସୁରକ୍ଷାର ପ୍ରସାର ମାଧ୍ୟମରେ I ଉଲ୍ଲେଖଯୋଗ୍ୟ ଯେ 'ନିର୍ମାଣ' ପ୍ରୋତ୍ସାହନରେ ନୟାଗଡ଼ ତଥା ରାୟଗଡ଼ା ଜିଲ୍ଲାର ପ୍ରାୟ ୧୬୦୦୦ ହେକ୍ଟର ଗୋଷ୍ଠୀ ଜଙ୍ଗଲ ବର୍ତ୍ତମାନ ଏହି ପ୍ରକାର ସୁରକ୍ଷା ପ୍ରଚେଷ୍ଟାର ଅନ୍ତର୍ଗତ ଏବଂ ମହିଳାମାନେ ଏଥିରେ ଅଗ୍ରଣୀ ଭୂମିକା ନେଉଥିବାର ଦେଖାଯାଉଛି I @UNBiodiversity ; @FAOclimate ; @biodiversity ; @bcf__India ; @IUFRO ; @IUCN ; @ForestDeptt
21
#ଜଙ୍ଗଲଅଧିକାରଆଇନର ଆଦର୍ଶ ଅନୁଯାୟୀ #ଆଦିବାସୀଙ୍କର #ଗୋଷ୍ଠୀଜଙ୍ଗଲଅଧିକାରକୁ ସୁନିଶ୍ଚିତ, ସୁରକ୍ଷିତ, ତଥା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷର ସମ୍ମାନଜନକ @EarthCareAwards ଆଜି 'ନିର୍ମାଣ'କୁ ପ୍ରଦାନ କରାଯାଇଛି ଯାହା ମୁମ୍ବାଇ ଠାରେ ଏହାର କାର୍ଯ୍ୟକାରୀ ମୁଖ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ଗ୍ରହଣ କରିଛନ୍ତି I ଏହି ଅବସରରେ ଶ୍ରୀ ମହାନ୍ତି 'ନିର୍ମାଣ' କର୍ମକ୍ଷେତ୍ର ଅନ୍ତର୍ଗତ #ଗୋଷ୍ଠୀଜଙ୍ଗଲସୁରକ୍ଷାକାରୀଙ୍କୁ ଏହି ପୁରସ୍କାରର ଶ୍ରେୟଃ ଯାଉଛି ବୋଲି ଦର୍ଶାଇଛନ୍ତି କାରଣ ସେଇମାନଙ୍କର ଶ୍ରମ, ତ୍ୟାଗ, ଓ ଅବଦାନ ଫଳରେ ବିଶାଳ ଜଙ୍ଗଲାଞ୍ଚଳ ଆଜି ପ୍ରାକୃତିକ ସମୃଦ୍ଧି ପଥରେ ଯାହାର ମହତ୍ତ୍ୱ ସାମ୍ପ୍ରତିକ #ଜଳବାୟୁପରିବର୍ତ୍ତନ ପରିପ୍ରେକ୍ଷୀରେ ଅନସ୍ବୀକାର୍ଯ୍ୟ I #NIRMAN received today the prestigious @EarthCareAwards for promoting, consolidating, and improving #CommunityledClimateAction in the form of #communityforestmanagement under the #ForestRightsAct2006. See our ED Mr.Prasant Mohanty receiving the award, at the following link (timestamp:1.27 minutes to 1.33 minutes approx.): youtu.be/MHcmEwnKfOY . Thank you @TheJSWGroup & @timesofindia for recognizing the NIRMAN-facilitated #communityconservationinitiatives in Odisha ! @prasant72794886 @ForestRightsAct @ForestDivision @globalforests @P4Forests @IUCN_forests @IIfmBhopal @ForestDeptt @moefcc
1
2
29
Erratum: Please read the timestamp as 1 hr 27 minutes to 1 hr 33 minutes. The error is regretted.
21
#WorldBeeDay @NHAI_Official @nhai_ro ଆଜି #ବିଶ୍ୱମହୁମାଛିଦିବସ ଉପଲକ୍ଷେ 'ନିର୍ମାଣ' ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ପରିବେଶ, ଜୈବବିବିଧତା, ତଥା କୃଷି ବିକାଶ ଉଦ୍ଦେଶ୍ୟରେ ଜାତୀୟ ରାଜପଥକୁ ମହୁମାଛି ଚଳାଚଳ ପଥ ରୂପେ ବିକଶିତ କରିବା ପାଇଁ ତାଙ୍କର ପ୍ରସ୍ତାବିତ ଯୋଜନା ଲାଗି ସାଧୁବାଦ ଜ୍ଞାପନ କରୁଛି, ଏବଂ ଆଶା କରୁଛି ଏଥିରେ ଆବଶ୍ୟକ ସତର୍କତା ଅବଲମ୍ବନ କରାଯିବ I newindianexpress.com/states/…
44
We are glad to share herewith two issues of our newsletter #ThrivingLandscapes at the following links: Issue-1: nirmanodisha.org/wp-content/… Issue-2: nirmanodisha.org/wp-content/… More stories at nirmanodisha.org/wp-content/… .

2
18