District Information & Public Relations Officer, Mayurbhanj, Baripada

Joined July 2020
90 Photos and videos
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଠାରେ ଆଜି ଚତୁର୍ଥ ଦିନରେ ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି।ଦିବ୍ୟ ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି।
1
175
DI&PRO MAYURBHANJ retweeted
ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଆଡ଼ପ ମଣ୍ଡପରେ ଦ୍ବିତୀୟ ସନ୍ଧ୍ୟା ହରି ହର ବ୍ରହ୍ମା ବେଶ
1
2
176
DI&PRO MAYURBHANJ retweeted
29 Jan 2025
ଉତ୍କର୍ଷ ଓଡ଼ିଶା - ମେକ ଇନ ଓଡ଼ିଶା କନକ୍ଳେଭ ୨୦୨୫ "ଦେଶ ବିକାଶରେ ପୂର୍ବ ଭାରତ ଏକ ଅଭିବୃଦ୍ଧିର ଇଞ୍ଜିନ୍":- ପ୍ରଧାନମନ୍ତ୍ରୀ ଶ୍ରୀ @narendramodi #UtkarshOdisha
2
3
32
2,875
DI&PRO MAYURBHANJ retweeted
All set to light up greenery of Similipal as #Mayurbhanj Half #Marathon to kickstart 19th morning. Taking place at #Baripada Stadium, participants will race past notable landmarks of #Similipal, ensuring an unforgettable experience. #HalfMarathon #MayurbhanjHalfMarathon
3
3
24
1,147
DI&PRO MAYURBHANJ retweeted
🏃‍♂️ Lace Up for Transformation at the #Mayurbhanj Half Marathon! 🏃‍♀️ Don't miss your chance to be part of something extraordinary! Registration closes on 17th January2025. Ready to make a difference? 💪 ⏳ Register before it's too late!⏳ #StrideForPride #Run_For_Similipal
2
6
25
1,355
DI&PRO MAYURBHANJ retweeted
Get Ready For #Mayurbhanj Half Marathon... 🏃‍♀️🏃 Register Yourself to participate in the Event... & Win Exciting Prizes. ଆସନ୍ତୁ ସମସ୍ତେ ମିଶି ଶିମିଳିପାଳ ବଞ୍ଚାଅ ଅଭିଯାନରେ ସାମିଲ ହେବା; ଜିଲ୍ଲା ପ୍ରଶାସନର ଏକ ଅନନ୍ୟ ପ୍ରୟାସ, ଆମ ମାଟିର ଗର୍ବ ଶିମିଳିପାଳ ପାଇଁ... #ହାଫ_ମାରାଥନ #OurSimilipal_OurPride
6
11
50
2,123
DI&PRO MAYURBHANJ retweeted
Exotic Fruits on Native Soil: #Mayurbhanj Farmers Bet Big on #Strawberry Cultivation; Pouring success to an initiative of Collector, farmers of Tarajodi & Kochilaghati all set to change their financial condition as they have for the first time taken up by strawberry cultivation.
7
15
71
1,984
DI&PRO MAYURBHANJ retweeted
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା @OMBADC1 ଓଭରସାଇଟ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ୫ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରି ଓମ୍ବାଡସି ପାଣ୍ଠି ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି ।
2
16
723
DI&PRO MAYURBHANJ retweeted
Former Supreme Court Judge & Odisha Mineral Bearing Areas Development Corporation @OMBADC1 Oversight Authority Justice Shri Anang Kumar Patnaik is on 5-day visit to #Mayurbhanj to take stock of the progress of works of various developmental initiatives in the district @ombadc
1
3
12
1,077
DI&PRO MAYURBHANJ retweeted
ଆସନ୍ତା ବର୍ଷ ଜାନୁଆରୀ ୧୯ ତାରିଖରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହେବାକୁ ଯାଉଛି #ହାଫ_ମାରାଥନ #HALF_MARATHON #Run_For_Similipal To celebrate nature &raise awareness about importance of greenery, this winter, the District Administration to host #HALF_MARATHON on 19th January 2025
2
6
28
1,163
DI&PRO MAYURBHANJ retweeted
ଖୁବ ଶୀଘ୍ର ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆୟୋଜନ କରିବାକୁ ଯାଉଛି #ହାଫ_ମାରାଥନ #Run_For_Similipal #RunForGreen To celebrate nature and raise awareness about the importance of greenery, this winter, the District Administration is going to host #HALF_MARATHON soon. Stay updated with us...
1
6
29
905
"ଶିକ୍ଷା ସହ ଏକ ଅନନ୍ୟ ସମ୍ପର୍କ ସୁରଭି... ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ସ୍ମରଣୀୟ ମୁହୂର୍ତ୍ତ ଏଇ ଆମ ସୁରଭି" ବ୍ଲକ ସ୍ତରୀୟ ସୁରଭି ଏବଂ ବିଜ୍ଞାନ ପ୍ରଦର୍ଶନୀରେ କପ୍ତିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ; ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ସମୟର କିଛି ମୁହୂର୍ତ୍ତ
1
1
1
94
DI&PRO MAYURBHANJ retweeted
#ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସଫଳତାର ସହିତ ମୁକାବିଲା କରିଛି ବାତ୍ୟା #ଦାନା "ଏକତା ହିଁ ବଳ" ଏହି ମୂଳମନ୍ତ୍ରରେ ସମସ୍ତ ଜରୁରୀକାଳୀନ କାର୍ଯ୍ୟ ଚାଲିଥିବା ବେଳେ, ଆଜିର ଖବର କାଗଜ ପୃଷ୍ଠାରୁ କିଛି... #CycloneDanaAftermath #CycloneDana #CycloneUpdate @SRC_Odisha @IPR_Odisha @CMO_Odisha @rdmodisha
1
5
28
1,831
DI&PRO MAYURBHANJ retweeted
Honb’le Minister Sri Ganesh Ram Singh Khuntia visited temporary shelters in #Kusumi block & interacted with public. He also distributed dry foods to the boarders in the shelters during his visit; also directed admin to ensure proper arrangements for evacuees' safety & comfort.
4
26
1,076
DI&PRO MAYURBHANJ retweeted
#UnitedEffortsForNormalcy #OdishaBravesDana As Mayurbhanj battles aftermath of #CycloneDANA , disaster response teams conducting extensive restoration operations throughout affected areas, clearing blocked roads, repairing power infrastructure & rebuilding essential services
10
24
1,094
DI&PRO MAYURBHANJ retweeted
25 Oct 2024
ଉଦଲା ବ୍ଲକର ବିଭିନ୍ନ ଆଶ୍ରୟ ଗୃହରେ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଇଥିଲା |
1
4
199
DI&PRO MAYURBHANJ retweeted
#OdishaBravesDANA #ମୟୂରଭଞ୍ଜ #ବାତ୍ୟା_ଦାନା: ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ନୀରିକ୍ଷଣରେ ଯାଇ ମାନ୍ୟବର ମନ୍ତ୍ରୀ @dr_kcmahapatra ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଅନୁଧ୍ୟାନ କରିଛନ୍ତି; ସମ୍ଭାବ୍ୟ ବନ୍ୟା ଦ୍ଵାରା ପ୍ରଭାବିତ ହେବାକୁ ଥିବା ଅଂଚଳର କଚ୍ଚା ଘରୁ ଜନସାଧାରଣଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି
5
29
1,065
DI&PRO MAYURBHANJ retweeted
ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ବନ୍ଧରେ ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ମନ୍ତ୍ରୀଙ୍କ ପ୍ରେସ୍ ବିବୃତି: #OdishaBravesDana
1
7
100
6,865
DI&PRO MAYURBHANJ retweeted
#ବାତ୍ୟା_ଅନୁଭୁତିରେ_ଶୈଶବ #OdishaBravesDANA ବାତ୍ୟା ଆଶ୍ରୟ ସ୍ଥଳୀରେ ଶିଶୁ ମାନଙ୍କ ଯତ୍ନ ଏବଂ ଦେଖାଶୁଣାକୁ ଗୁରୁତ୍ୱ ଦେଉଛି ଜିଲ୍ଲା ପ୍ରଶାସନ; ଉତ୍ତମ ସୁଷମ ରନ୍ଧା ଖାଦ୍ୟ ଦେବା ସହିତ ବିପର୍ଯ୍ୟୟ ସମୟରେ ସୁସ୍ଥ ବାତାବରଣ ଯୋଗାଇ ଦେଇଛି #cyclone_Dana #CycloneLandfall #CycloneUpdate #CycloneDanaUpdates @SRC_Odisha
2
16
689
DI&PRO MAYURBHANJ retweeted
#MayurbhanjBravesDANA ସଫଳତାର ସହ ବାତ୍ୟା "#ଦାନା"ର ମୁକାବିଲା କରୁଛି ଜିଲ୍ଲା ପ୍ରଶାସନ ୧,୧୫,୦୦୦ ରୁ ଉର୍ଦ୍ଦ୍ୱ ଜନସାଧାରଣଙ୍କୁ ଉଦ୍ଧାର ତଥା ସଫଳ ସ୍ଥାନାନ୍ତରୀକରଣ କରିଛି ପ୍ରଶାସନ ୮୦୦ରୁ ଉର୍ଦ୍ଦ୍ୱ ବାତ୍ୟା ଆଶ୍ରୟସ୍ଥଳୀ ପ୍ରଭାବିତଙ୍କ ସେବାରେ ୩୦୦୦ରୁ ଉର୍ଦ୍ଦ୍ୱ କର୍ମଚାରୀ ବାତ୍ୟା ସମୟ ଏବଂ ପରବର୍ତ୍ତୀ ସମୟ ଅହରହ ସେବାରେ
4
21
1,283