Joined May 2022
22,892 Photos and videos
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଆସିଛି ରଜ ଲୋ, ଘେନି ନୂଆ ସଜବାଜ.... #RajaFestival #HappyRaja #PahiliRaja #RajaCelebration #OdishaFestival #odishanewsepaper
2
117
#ନ୍ୟୁୟର୍କ_ଇସ୍କନ_ରଥଯାତ୍ରାକୁ_ନେଇ_ବିବାଦ -ବିଦେଶ ମାଟିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ତିଥି ନେଇ ବିବାଦ -ନିର୍ଦ୍ଧାରିତ ସମୟ ଆଗରୁ ରଥଯାତ୍ରା ଆୟୋଜିତ ହୋଇଥିବାରୁ ଗଭୀର ଅସନ୍ତୋଷ -ପରମ୍ପରା ରକ୍ଷା ପାଇଁ ଭକ୍ତଙ୍କ ପିଟିସନ, ଜୁଲାଇ ୧୬ରେ ରଥଯାତ୍ରା କରିବାକୁ ଦାବି #ISKCON #RathYatra #NewYorkRathYatra #BreakingNews
1
8
-ଗତକାଲି ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜିତ କରାଯାଇଛି -ପୁନର୍ବିଚାର ପାଇଁ ଶ୍ରଦ୍ଧାଳୁ ଏକ ସମ୍ମାନଜନକ ପିଟିସନ ଦାଖଲ କରିଛନ୍ତି -ମହାପ୍ରଭୁଙ୍କ ସନାତନ ପରମ୍ପରା ପ୍ରତି ସମ୍ମାନ ଜଣାଇବାକୁ ପିଟିସନରେ ଅନୁରୋଧ #ISKCON #RathYatra #JayJagannath #NewYorkRathYatra #BreakingNews
9
ଆରମ୍ଭ ହୋଇଛି ରାଜ୍ୟର ଗଣପର୍ବ ରଜପର୍ବ। ଏହି ଅବସରରେ ଘରର ମହିଳାମାନେ ପିଠାପଣା ଆରମ୍ଭ କରିବା ସହିତ ଘରର ଝିଅମାନେ ସାଜ ସଜ୍ଜା ହୋଇ ଗାଁ ବୁଲିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କୃଷି ଭିତ୍ତିକ ଏହି ରଜ ପର୍ବ ପାଳନ ନିମନ୍ତେ ଆନନ୍ଦପୁର ବାମ୍ଫିଡି ଗାଁରେ ଲାଗିଛି ଗହଳି ଚହଳି। #HappyRaja #RajaCelebration #RajaFestival #Anandpur
25
ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ବାଲୁକା କଳାରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ #SudarsanPattnaik #SandArt #RajaFestival #HappyRaja #RajaCelebration #odishanewsepaper
9
ବିଦ୍ୟୁତ କାଟକୁ ନେଇ ତାତିଲେ ଗ୍ରାମବାସୀ । ରଣପୁର ଥାନା ବିନୋଦପୋଡା ସବ ସେକ୍ସନରେ ବିଳମ୍ବିତ ରାତିରେ ଉତେଜନା l ବିଦ୍ୟୁତ କାଟକୁ ନେଇ ଜାତୀୟ ରାଜପଥ ଅବରୋଧ କଲେ ରଣପୁର ଥାନା ଅଞ୍ଚଳର ୧୨ଟି ଗ୍ରାମର ହଜାର ହାଜର ସଂଖ୍ୟକ ଲୋକେ, ଶହ ଶହ ଗାଡ଼ି ଅଟକ । #Nayagarh #PowerCut #Protest #PublicProtest #odishanewsepaper
11
ଆଜି ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦର ପେଟ୍ରୋଲ -୧୦୮.୮୯ ଡିଜେଲ - ୧୦୦.୬୦ #FuelPrices #OilCrisis #PetrolPrice #DieselPrice #odishanewsepaper
11
ଓଡ଼ିଆ ଅସ୍ମିତାର ଜୀବନ୍ତ ପରମ୍ପରା, ମୃତ୍ତିକା ଓ ମାତୃଶକ୍ତିର ଅନନ୍ୟ ମହାମିଳନର ମହାଗଣପର୍ବ ‘ରଜ’ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ #RajaFestival #HappyRaja #RajaCelebration #OdishaFestival #CMMohanMajhi #odishanewsepaper x.com/MohanMOdisha/status/20…

ପ୍ରିୟ ଓଡ଼ିଶାବାସୀ, ଭାଇ ଓ ଭଉଣୀମାନେ, ଓଡ଼ିଆ ଅସ୍ମିତାର ଜୀବନ୍ତ ପରମ୍ପରା, ମୃତ୍ତିକା ଓ ମାତୃଶକ୍ତିର ଅନନ୍ୟ ମହାମିଳନର ମହାଗଣପର୍ବ ‘ରଜ’ ଅବସରରେ ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା। ରଜ କେବଳ ପରିବର୍ତ୍ତିତ ଋତୁଚକ୍ରର ଆବାହନୀ ନୁହେଁ; ଏହା ଆମ ସନାତନ ଚେତନାର ଏକ ମହାନ ସାଂସ୍କୃତିକ ସଂସ୍କାର, ପ୍ରକୃତି ପ୍ରତି କୃତଜ୍ଞତା ଓ ନାରୀତ୍ୱ ପ୍ରତି ଗଭୀର ସମ୍ମାନର ଅନନ୍ୟ ଅଭିବ୍ୟକ୍ତି। ଏହି ପରମ୍ପରା ନାରୀତ୍ୱର ପବିତ୍ରତା, ସୃଜନର ସାମର୍ଥ୍ୟ ଏବଂ ମାତୃତ୍ୱର ଗରିମାକୁ ସର୍ବୋଚ୍ଚ ଆସନ ପ୍ରଦାନ କରି ଓଡ଼ିଆ ଜାତିର ସ୍ୱାଭିମାନକୁ ଏକ ସ୍ୱତନ୍ତ୍ର ଉଚ୍ଚତାରେ ପ୍ରତିଷ୍ଠିତ କରିଛି। ଆମ ସାଂସ୍କୃତିକ ବିଶ୍ୱାସ ଅନୁଯାୟୀ, ସ୍ୱୟଂ ଭୂଦେବୀ ଏହି ତିନିଦିନ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି। ପ୍ରକୃତିର ଏହି ସର୍ଜନାତ୍ମକ ବିଶ୍ରାମକୁ ସମ୍ମାନ ଜଣାଇ ଆମ ଅନ୍ନଦାତାମାନେ କୃଷି କାର୍ଯ୍ୟ ସ୍ଥଗିତ ରଖି ମାଟି ମା'ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି। ସେହିପରି, ପ୍ରତ୍ୟେକ ଓଡ଼ିଆ ପରିବାରରେ କନ୍ୟା, ମା' ଓ ଭଉଣୀମାନଙ୍କୁ ଦୈନନ୍ଦିନ ଦାୟିତ୍ୱରୁ ମୁକ୍ତି ଦେଇ ସେମାନଙ୍କ ସମ୍ମାନ, ସ୍ୱାଧୀନତା ଓ ଆନନ୍ଦର ମହୋତ୍ସବ ଭାବେ ଏହି ପର୍ବକୁ ପାଳନ କରାଯାଏ। ଯେଉଁ ସଂସ୍କୃତି ଆଗାମୀ ସୃଜନ ପାଇଁ ବିଶ୍ରାମର ଆବଶ୍ୟକତାକୁ ସ୍ୱୀକାର କରେ, ସେହି ସଂସ୍କୃତିର ଉତ୍ତରାଧିକାରୀ ଭାବେ ଏହି ମାନବୀୟ ଓ ବୈଜ୍ଞାନିକ ଦର୍ଶନକୁ ଆଧାର କରି ଆଜି ଆମ ଶାସନ ବ୍ୟବସ୍ଥାରେ ମଧ୍ୟ ମାତୃଶକ୍ତିର ଗରିମା ଓ ସ୍ୱାଭିମାନକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ସେହି ଚିନ୍ତାଧାରାର ପ୍ରତିଫଳନ ସ୍ୱରୂପ କର୍ମଜୀବୀ ଭଉଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅତିରିକ୍ତ ସାମୟିକ ଛୁଟିର ଐତିହାସିକ ବ୍ୟବସ୍ଥା କରାଯାଇଛି। ସେହିପରି ଆମ ପରିଶ୍ରମୀ ଚାଷୀ ଭାଇମାନଙ୍କ ସ୍ୱେଦବିନ୍ଦୁକୁ ସମୃଦ୍ଧିର ଶସ୍ୟରେ ପରିଣତ କରି ସେମାନଙ୍କ ଜୀବନରେ ପ୍ରଗତି ଓ ସମ୍ମାନର ନୂତନ ଅଧ୍ୟାୟ ରଚନା କରିବା ପାଇଁ ଆମେ ସଂକଳ୍ପବଦ୍ଧ। ରଜ ଦୋଳିର ଉତ୍ତାଳ ଛନ୍ଦରେ ଆହୁରି ଗତିଶୀଳ ହେଉ ଆମ ବିକାଶର ଯାତ୍ରା, ପୋଡ଼ପିଠାର ମଧୁର ମହକରେ ମହକି ଉଠୁ ଆମର ସାମାଜିକ ସଦ୍ଭାବ ଓ ପାରିବାରିକ ବନ୍ଧନ; ରଜ ପାନର ମାଧୁର୍ଯ୍ୟ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଭରିଦେଉ ନୂତନ ଆଶା, ନୂତନ ଉତ୍ସାହ ଓ ନୂତନ ସଂକଳ୍ପର ଉଲ୍ଲାସ। ଆସନ୍ତୁ, ମା' ବସୁମତୀଙ୍କ ଆଶୀର୍ବାଦ କାମନା କରି ଏକ ସମୃଦ୍ଧ, ସ୍ୱାଭିମାନୀ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ପୁନର୍ବାର ଦୃଢ଼ ସଂକଳ୍ପ ନେବା। ଜୟ ଜଗନ୍ନାଥ!
34
#ତୀର୍ଥଯାତ୍ରୀ_ବସ୍‌_ଦୁର୍ଘଟଣା_୨୦ଆହତ ସୋର: ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭର ମୃତ, ୨୦ ଆହତ -୧୬ ନମ୍ବର NH ବିଦୁ ବଜାର ନିକଟରେ ଦୁର୍ଘଟଣା -୨୦ ଆହତ ସୋର ମେଡିକାଲରେ ଭର୍ତ୍ତି -ଆନ୍ଧ୍ରପ୍ରଦେଶରୁ ୫୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ବାହାରିଥିଲା ବସ୍‌ #Soro #PilgrimBusAccident #RoadAccident #odishanewsepaper
17
#ଘରେ_ପଶିଲା_ଟିପ୍ପର_ଶ୍ୱଶୁର_ବୋହୂ_ଗୁରୁତର ନବରଙ୍ଗପୁର: ଘରେ ପଶିଲା ବୋଲି ବୋଝେଇ ଟିପ୍ପର -କୋଡ଼ିଙ୍ଗା ପୂଜାରୀଗୁଡ଼ା ଗାଁରେ ମଧ୍ୟରାତ୍ରୀରେ ଭୟଙ୍କର ଦୁର୍ଘଟଣା -ଟିପ୍ପର ଧକ୍କାରେ ଶ୍ୱଶୁର ଓ ବୋହୂ ଆହତ -ଡ୍ରାଇଭର ଓ ହେଲପର ଆହତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି #Nabarangpur #TipperCrash #RoadAccident #BreakingNews
12
ଆଜି ଓଡିଶାର ଗଣ ପର୍ବ ପହିଲି ରଜରେ ସକାଳୁ ସକାଳୁ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରନ୍ତୁ #LordJagannath #Jagannatha #JayJagannath #odishanewsepaper
9
ବନସ୍ତେ ଡାକିଲା ଗଜ ଆସିଛି ରଜ ସଜବାଜ… #Raja #RajaFestival #RajaParba #odishanewsepaper
118
ଆମର ପ୍ରଶ୍ନ ଆଉ ଆପଣଙ୍କର ଉତ୍ତର #indiavsafganistan #INDvAFG #india #ODI #odishanewsepaper
26
ବାଲେଶ୍ୱରରେ ବଞ୍ଜାରା ଗ୍ୟାଙ୍ଗର ଆତଙ୍କ, ଛୋଟ ଛୁଆଙ୍କୁ ଚୋରୀ କାର୍ଯ୍ୟରେ କରୁଛନ୍ତି ବ୍ୟବହାର #Odisha #odishanewsepaper
16
#ହସ୍ପିଟାଲରେ_ଚାମେଲୀ_ଓଝା କେନ୍ଦ୍ରାପଡା : ଜେଲରୁ ହସ୍ପିଟାଲ ଫେରିଲେ ତିଖିରୀ ସରପଞ୍ଚ ଚାମେଲୀ ଓଝା -ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ମେଡିକାଲ ପଠାଇଲେ ଜେଲ କର୍ତ୍ତୃପକ୍ଷ -ବାରିମୂଳ ଜେଲ୍ ର ଜେଲର ସୁନୀଲ ପାତ୍ରଙ୍କ ସୂଚନା #Kendrapada #ChameliOjha #odishanewsepaper
31
#ଧୀରଜ_ସେଠ୍‌_ପରବର୍ତ୍ତୀ_ସ୍ଥଳସେନା_ମୁଖ୍ୟ -ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ -ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଲେ କେନ୍ଦ୍ର ସରକାର -ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ନେବେ ଧୀରଜ ସେଠ୍‌ #ChiefOfArmyStaff #DheerajSeth #IndianArmyChief #IndianGovernment #BreakingNews
1
42
-ଆସନ୍ତା ୩୦ରେ ସେନାମୁଖ୍ୟ ଭାବେ ଦାୟିତ୍ୱ ନେବେ -ବର୍ତ୍ତମାନ ସେନା ଉପାଧ୍ୟକ୍ଷ ଅଛନ୍ତି ଧୀରଜ ସେଠ୍ #ChiefOfArmyStaff #DheerajSeth #IndianArmyChief #IndianGovernment #BreakingNews #odishanewsepaper
42
କଳାହାଣ୍ଡି: ହାଇୱାକୁ ପିଟିଲା BMW କାର୍ ଦୁଇ ମୃତ > ଭବାନୀପାଟଣା ବାଇପାସ୍ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା > ମୃତକ ହେଲେ ବଲାଙ୍ଗୀର ଜିଲ୍ଳା ଟିଟିଲାଗଡର ପିଣ୍ଟୁ ବାଗ ଓ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ > ଦୁର୍ଘଟଣା ପରେ କାରଟି ସମ୍ପୂର୍ଣ୍ଣ ଜଳିଯାଇଛି #accident #kalahandi #odishanewsepaper
1
38