Highway Blocked Amid Protest: ଜାତୀୟ ରାଜପଥ ଅବରୋଧ କଲେ ହଜାର ହଜାର ଲୋକେ, ଶହ ଶହ ଗାଡ଼ି ଅଟକ
ଓଡିଶା - ବିଦ୍ୟୁତ କାଟ ପ୍ରତିବାଦରେ ରାସ୍ତାରୋକ। ନୟାଗଡ଼ ରଣପୁରରେ ବିଦ୍ୟୁତ କାଟର ପ୍ରତିବାଦ। ଅଘୋଷିତ ବିଦ୍ୟୁତ କାଟକୁ ନେଇ ଅବରୋଧ। ହଜାର ହଜାର ସଂଖ୍ୟାରେ ଲୋକମାନେ ପ୍ରତିବାଦ କରିଛନ୍ତି।
otvkhabar.in