ଭଦ୍ରକ ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମ ପଞ୍ଚାୟତ ଲାଲାଜୀ ବଜାରରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା 6/7 ଦିନ ହେବ ବୁଲୁ ଥିବାବେଳେ କିଛି ଆସାମଜିକ ବ୍ୟକ୍ତି ଉକ୍ତ ମହିଳାଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଘଟଣା ଶୁଣିବାକୁ ପାଇଲି,ତେଣୁ ଜିଲ୍ଲା ପ୍ରଶାସନକୁ ମୋର ଅନୁରୋଧ ତାଙ୍କୁ ଉଦ୍ଧାର କରି ଉପଯୁକ୍ତ ଚିକିତ୍ସା କରାନ୍ତୁ.
@DM_Bhadrak