Doctor by training, Citizen by profession, Taxpayer by choice

Joined February 2015
4,001 Photos and videos
୨ ବିଜ୍ଞାନରେ ପଢିବାକୁ ଯାଉଥିବା କୌଣସି ଛାତ୍ର ବା ଛାତ୍ରୀ ଯଦି ଆର୍ଥିକ ଦୁର୍ବଳ ଥା'ନ୍ତି, ତେବେ ମୋତେ ଜଣେଇବେ । ମୋ ନିଜ ଉପାର୍ଜନରୁ ଦୁଇବର୍ଷର ଖର୍ଚ୍ଚ ବହନ କରିବି । ଯୋଗ୍ଯତା: ୧- କଟକରେ କୌଣସି ସରକାରୀ କଲେଜ ୨- ବହି ଖର୍ଚ୍ଚ ଓ ହଷ୍ଟେଲ ଖର୍ଚ୍ଚ କୌଣସି ସଂସ୍ଥା ସହ ସମ୍ପର୍କ ନାହିଁ, ତେଣୁ ବେଶୀ କରିପାରିବିନି ରିଟୁଇଟ କରିବେ
107
444
1,261
66,550
ବେଡ୍ ସହ ଚିକିତ୍ସା ର କି ସମ୍ପର୍କ?
କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ହସ୍ପିଟାଲ ରେ ବେଡ୍ ନପାଇ ଗୁରୁତର ରୋଗୀଙ୍କ ମୃତ୍ୟୁ | ! Healthcare crisis in Kalahandi, patient allegedly dies due to non-availability of hospital bed #KalahandiNews #HealthcareCrisis #OdishaNews #BreakingNews #HospitalIssue #PatientDeath #HealthSystem #OdishaBreaking #MedicalNegligence #NewsUpdate
123
Cough syncope or Tussive syncope is medically possible. ଓଡ଼ିଆରେ କହିଲେ, ହଁ ଏମିତି ହେଇପାରେ, ଆଦୌ ଅସମ୍ଭବ ନୁହେଁ। ହଠାତ ଜୋରରେ କାଶ ହେଲେ ଆପଣ ମୂର୍ଚ୍ଛା ହେଇପାରନ୍ତି, ଅଳ୍ପ ସମୟରେ ପୁନଃ ସାଧାରଣ ଅବସ୍ଥାକୁ ଫେରିପାରନ୍ତି ।
ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା ଘଟଣା: କାର ଡ୍ରାଇଭର କହିଲେ ମୁଁ ପିଏନି, କାଶ ହେଲା ମୋତେ ଅନ୍ଧାର ଦିଶିଲା.. #BhubaneswarAccident #Odisha #PrameyaNews7 #CarDriverReaction #TopNews #BreakingNews
1
84
ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ଏଇଥିପାଇଁ କହନ୍ତି, ନହେଲେ ଆମଭଳିଆ ଲୋକ ଖାଲି ଅଳିଆ କରନ୍ତି
Standing Tall Again! 
Prabhat’s Journey from Disability to Independence #successstory #depwd @MSJEGOI @socialpwds @blvermaup @Drvirendrakum13
6
132
Let's stop calling it 'Hospital', it will be just a 'Building'. We don't have sufficient qualified health workforce to run this. If you know, you know; I rest my case.
Healthcare facilities & Hospitals of India Series, The new SCBMCH super specialty hospital, Cuttack, #odisha construction Progress. Overall cost of 3500 crore rupees It will be among the largest hospitals in eastern India with a capacity of 3000 beds and 5000 beds in future. 1/2
2
18
696
ଶିକ୍ଷା ଆଉ ସ୍ୱାସ୍ଥ୍ୟ, ଦି'ଟା ଯାକ ରସାତଳଗାମୀ; ଭବିଷ୍ୟତ ଅନ୍ଧକାରମୟ !
#ପିଲାଙ୍କ_ପାଠ୍ୟ_ପୁସ୍ତକରେ_୧୬୭୮_ଭୁଲ! -ନୂଆ ଶିକ୍ଷା ନୀତି ଲାଗୁ ପରେ ବଦଳିଲା ପ୍ରଥମରୁ ଅଷ୍ଟମ ପିଲାଙ୍କ ପୁସ୍ତକ -ପ୍ରଥମରୁ ଅଷ୍ଟମ ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ ଭୁଲ ଥିବା ସୂଚନା -ଏପରି ଭୁଲ ଥିବାରୁ ଉଦ୍‌ବେଗ ପ୍ରକାଶ କଲେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି -ଘରୋଇ ସ୍କୁଲ ଶିକ୍ଷକଙ୍କ ଦ୍ବାରା ପୁସ୍ତକ କରାଯାଇଥିବା ଗୁରୁତର ଅଭିଯୋଗ -‘ତଦନ୍ତ କରି କେଉଁ ଅଧିକାରୀ ଦାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ’ -‘ଯୁଦ୍ଧକାଳୀନ ଭିତ୍ତିରେ ତ୍ରୁଟି ସଂଶୋଧନ କରି ପୁସ୍ତକ ଯୋଗାଇ ଦିଆଯାଉ’ #TextbookErrors #OdishaEducation #1678Errors #NewEducationPolicy #SchoolTextbooks #OTV
3
5
20
562
Those who don't know: Ambulances are not authorized to carry dead bodies. Period.
Jun 15
#WATCH | Cuttack | Ambulance driver denies service, bodies of 2 farmers, killed in lightning strike, carried on shoulders for 8km to hospital in Cuttack. #Odisha
9
33
770
48,680
Thank you Nondonkanon
Nandankanan Zoological Park wishes everyone a joyful and memorable Rajo Festival. @PCCFWL_Odisha @CZA_Delhi @ForestDeptt
1
1
9
183
Odisha BJP needs it urgently
No product gave you so much for so less. Used by all VPs of Software.
4
9
781
ଗୋଟେ କ'ଣ ନୂଆ ରୋଗ ବାହାରିଲା କି?
#ରାବିସ୍_ମୁକ୍ତ_ହେବ_ଭୁବନେଶ୍ବର ରାଜଧାନୀକୁ ରାବିସ୍ ମୁକ୍ତ କରିବାକୁ ବିଏମସିର ବଡ଼ ପଦକ୍ଷେପ : ୨୦୩୦ ସୁଦ୍ଧା ଭୁବନେଶ୍ୱରକୁ ରାବିସ ଫ୍ରି’ ସହର କରିବା ଲକ୍ଷ୍ୟରେ ଚାଲିଥିବା କୁକୁରଙ୍କ ଟୀକାକରଣ କାର୍ଯ୍ୟକ୍ରମ ଶେଷ ହୋଇଛି । #KANAKNEWS #ODISHA #MKT #Bhubaneswar
2
15
1,067
କିଏ ଏ କଳା ଚଷମା ବାଲା?
#ଘରର_କଥା_ଘରେ_ରଖ ୨ ମାସ ଦରମା ନ ମିଳିବାରୁ ଏମ୍ସ ରେ ସୁରକ୍ଷା କର୍ମୀ ଙ୍କ ଧାରଣା। ୨ ମାସ ର ବକେୟା ଦରମା , ଇପିଏଫ୍ ଦେବା ଓ ମନ ଇଚ୍ଛା ଦରମା କାଟିବାକୁ ବିରୋଧ କରି ଧାରଣାରେ ଏମ୍ସ ସିକ୍ୟୁରିଟି । #AIIMS #SecurityGuards #SalaryDues #EPF #Dharna #LabourRights #EmployeeProtest #OTV
1
501
The border from my last visit
Bangladeshis caught on video at India-Bangladesh border stealing Indian vegetables and plants. 🤣
1
16
735
ଗୋଟେ ବଢିଆ ହେଣ୍ଡଲ ଥିଲା, ଯାହା ସହ ଆମେ କଥା ହଉଥିଲୁ। ହଠାତ୍ ସିଏ ବିଜେଡିଆଙ୍କ ପୋଷ୍ୟପୁତ୍ର ହେଇଗଲା ଆଉ ଏବେ ବିଜେପିଆଙ୍କର ! ତାଙ୍କ ପୋଷ୍ଟ ଦେଖିଲେ ଲାଗୁଚି ଓଡ଼ିଶା ଆଉ ଆମେରିକା ଭିତରେ ବେଶୀ କିଛି ତାରତମ୍ୟ ନାହିଁ, ବୁଝିପାରୁନି, ବିଲେଇ ଆଖିବୁଜି କ୍ଷୀର ପିଉଚି ନା ଆଇଭି ଡ୍ରିପ୍ ରେ କ୍ଷୀର ଦିଆହଉଚି
7
33
2,970
ମୋଦି ସହସ୍ର ନାମଯଜ୍ଞ ଗୋଟେ ହେଇଯାଉ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନକୁ ବାର ବର୍ଷ ପୂର୍ତ୍ତି ଅବସରରେ ଚାରିଆଡ଼େ ନାମ ଯଜ୍ଞ ପୂଜାର୍ଚ୍ଚନା । ସୋରରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ଖଞ୍ଜଣି ବଜାଇ ପୂଜାର୍ଚ୍ଚନା କରିଛନ୍ତି। ଦେଖନ୍ତୁ ଚିତ୍ର... #NarendraModi #PMModi #SantoshKhatua #Soro #BJP #OdishaPolitics #PublicPrayer #OdishaTV #OTV
11
2
38
2,177
ଶୂନଶାନ୍ ରାତିର ବିଡମ୍ବନା
ଭୋର ବେଳା ର ଭାବନା 😊
1
2
184
କଉ କୁକୁଡ଼ା? ଗୋଟା ଟଙ୍କା ୧୨୮୫.୦୦ !!
କଟିଗଲା ଲାଇନ୍, ଚାଲିଗଲା ୭ ହଜାରରୁ ଅଧିକ କୁକୁଡ଼ାଙ୍କ ଜୀବନ; ପାଣିରେ ପଡ଼ିଲା ୯୦ ଲକ୍ଷ... #OdishaNews #Boudh #POULTRYDEATH ପଢ଼ନ୍ତୁ ପୂରା ଖବର: odia.news18.com/news/odisha/…
5
18
1,685
I request @CJP_for_India and @Cockroachisback to stage a protest against POTUS ASAP POTUS must resign
159
Those who don't know: 1. The stone is natural 2. The impression is man-made carving with the help of modern cutting tools
Divine darshan of the world's largest Shaligram stone at Muktinath Dham, along the sacred Kali Gandaki River in Nepal. The eternal presence of Narayana.🌺
3
2
34
1,868
ଭାଉଜ ଯଦି କେସ୍ ଗୋଟେ ବାଡେଇଦେବେ @lokipalauri କଙ୍ଗାଳ ହେଇଯିବେ
🚨 "Unpaid domestic work by homemakers should be valued at a minimum of ₹30,000 per month. They are nation builders." - Supreme Court of India.
1
7
1,620
TM ଉପରେ ନଜର ପଡିବାରୁ ଖୋଜିଲି। ମୋ ଜାଣିବାରେ ବର୍ଣ୍ଣବୋଧ ସମ୍ପୂର୍ଣ୍ଣ କପିରାଇଟ ମୁକ୍ତ, ହେଲେ "ଛବିଳ ମଧୁ ବର୍ଣ୍ଣବୋଧ" ର ଟ୍ରେଡମାର୍କ class 42, ଆଉ 16 ରେ ଖାଲି 'refused' ମିଳିଲା । ଓଡିଶା ବୁକ୍ ଏମ୍ପୋରିଅମ୍ କଉଟାର ଟ୍ରେଡ଼ମାର୍କ ଆପ୍ଲାଏ କରିଚନ୍ତି କେହି ଜାଣିଥିଲେ କହିବେ । @Culturedeptt
Jun 10
This is the most Odia thing you will ever see.
1
1
382
ସୁଭଦ୍ରା ଆଉ ରଙ୍ଗମରା ଛଡ଼ା ଆଉ କିଛି ଉପଲବ୍ଧି ଆମକୁ ତ ଦିଶୁନି
#୧୨ରେ_୨_ବର୍ଷର_ହିସାବ_ଦେବୁ: #ମନମୋହନ -ଆସନ୍ତା ୧୨ ତାରିଖରେ ୨ ବର୍ଷର ହିସାବ ଦିଆଯିବ -ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା -'ଆମେ ୨ ବର୍ଷରେ କ'ଣ କରିଛୁ, ତା'ର ଉତ୍ତର ଆସନ୍ତା ୧୨ରେ ଦେବୁ' -'ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ସଂକଳ୍ପପତ୍ର ଅନୁସାରେ କାମ କରିଛୁ' -କ୍ୟାବିନେଟ୍‌ ଡାକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛୁ: ମନମୋହନ -'ପୂର୍ବରୁ ଚାଷୀଙ୍କୁ ୧୦ ଟଙ୍କା ବୋନସ୍‌ ଦିଆଯାଇନଥିଲା, ଆମେ ୩୧୦୦ କଲୁ' -'୪ ଥର ଧାନ କିଣି ସାରିଛୁ, ସୁଭଦ୍ରା ସହାୟତା ମଧ୍ୟ ଦେଇଛୁ' -'ଆମେ ରତ୍ନଭଣ୍ଡାର ଖୋଲିଲୁ, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଛୁ' -'୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ କାମ ଆରମ୍ଭ କରିସାରିଛୁ' #ManmohanSamal #2YearsOfDevelopment #BJPGovernment #DoubleEngineGovernment #OTV
11
4
45
2,296