Filter
Exclude
Time range
-
Near
`#ଡବଲ୍_ଇଞ୍ଜିନ_ସରକାରର_ଡବଲ୍_ପ୍ରଭାବ' ଓଡ଼ିଶାରେ ବିଜେପି ସରକାରକୁ ପୂରିଲା ୨ ବର୍ଷ ୨ ବର୍ଷ ପୂର୍ତ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସ୍‌ମିଟ୍ ୩ ଦିନ ତଳେ ମୋଦି ସରକାରଙ୍କ ୧୨ ବର୍ଷର ପୂର୍ତ୍ତି ପାଳନ ହୋଇଛି #MohanSarkar #2YearsOfDevelopment #DoubleEngineGovernment #BJP
118
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ #MohanMajhi #OdishaCm #2YearsOfDevelopment #BadaKhabar
11
#ଡବଲ୍_ଇଞ୍ଜିନ_ସରକାରର_ଡବଲ_ପ୍ରଭାବ- ମୁଖ୍ୟମନ୍ତ୍ରୀ -ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ -ଠିକ୍ ୨ ବର୍ଷ ତଳେ ଆଜିର ଦିନରେ ଆମ ସରକାର ଦାୟିତ୍ବ ଗ୍ରହଣ କରିଥିଲା -ଏହା ପରଠୁ ଆରମ୍ଭ ହୋଇଥିଲା ଲୋକଙ୍କ ସରକାର, ଜନତାଙ୍କ ସହ ମିଶିଛୁ -ଓଡ଼ିଶାବାସୀଙ୍କ ଅଗ୍ରଗତି ପାଇଁ ଆମେ ଆଗକୁ ବଢ଼ିଛୁ -ଡବଲ୍ ଇଞ୍ଜିନ ସରକାରର ଡବଲ ପ୍ରଭାବ ପଡ଼ିଛି -୨ ବର୍ଷରେ ୧୨୧ଟି ଯୋଜନା କାର୍ଯ୍ୟକାରୀ ହୋଇଛି -ଏହା ସମୃଦ୍ଧ ଓଡ଼ିଶା ଗଠନରେ ପ୍ରଭାବ ପକାଇଛି -ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇ ପାରି ନଥିଲା ୨୪ ବର୍ଷିଆ ସରକାର -ବିଦ୍ୟୁତ, ପାନୀୟ ଜଳ, ଗାଁକୁ ରାସ୍ତାଟିଏ ଦେଇ ପାରିନ ଥିଲେ ପୂର୍ବ ସରକାର #MohanSarkar #2YearsOfDevelopment #DoubleEngineGovernment #BJP #OTV
6
14
1,744
କେନ୍ଦ୍ର ସରକାରଙ୍କ ସଫଳତାର ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଖଇରପଦର ମଣ୍ଡଳ ଅନ୍ତର୍ଗତ ବଡଫୁର୍ଲା ଗ୍ରାମରେ ଆୟୋଜିତ ଜନ ସମ୍ପର୍କ ଯାତ୍ରାରେ ଯୋଗଦେଲି । ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତିବିଶେଷ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଭେଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ସୁଶାସନ ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ସହ ଜନସାଧାରଣଙ୍କ ସହ ଅଧିକ ନିବିଡ଼ ସମ୍ପର୍କ ସ୍ଥାପନ ଉପରେ ଆଲୋଚନା କରାଗଲା। ସମସ୍ତଙ୍କ ସହଯୋଗ, ସମର୍ଥନ ଓ ସକ୍ରିୟ ଭାଗୀଦାରି ହିଁ ଏକ ବିକଶିତ, ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ମୂଳ ଆଧାର। ଆସନ୍ତୁ, ସମସ୍ତେ ମିଳି ଉନ୍ନତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ସଂକଳ୍ପକୁ ସାକାର କରିବା। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶ୍ରୀ ଚତୁର୍ଭୁଜ ଟାଣ୍ଡି, ମଣ୍ଡଳ ପ୍ରଭାରୀ ଶ୍ରୀ ଶିଶୁଦେବ ମୁଣ୍ଡ, ଜନ ସମ୍ପର୍କ ଯାତ୍ରା ସଂଯୋଜକ ଶ୍ରୀ ସେତୁରାମ ଭକ୍ତ ଓ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। #JanSamparkYatra #12YearsOfSeva #2YearsOfDevelopment #ViksitBharat #ViksitOdisha
18
କେନ୍ଦ୍ର ସରକାରଙ୍କ ସଫଳତାର ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଖଇରପଦର ମଣ୍ଡଳ ଅନ୍ତର୍ଗତ ନନ୍ଦିଗାଁ ଗ୍ରାମ ପଞ୍ଚାୟତର ନନ୍ଦିଗାଁ ଓ ବିରାମାଲ ବେହେରାପଡା ଗ୍ରାମରେ ଆୟୋଜିତ ଜନ ସମ୍ପର୍କ ଯାତ୍ରାରେ ଯୋଗଦେଲି । ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତିବିଶେଷ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଭେଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ସୁଶାସନ ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ସହ ଜନସାଧାରଣଙ୍କ ସହ ଅଧିକ ନିବିଡ଼ ସମ୍ପର୍କ ସ୍ଥାପନ ଉପରେ ଆଲୋଚନା କରାଗଲା। ସମସ୍ତଙ୍କ ସହଯୋଗ, ସମର୍ଥନ ଓ ସକ୍ରିୟ ଭାଗୀଦାରି ହିଁ ଏକ ବିକଶିତ, ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ମୂଳ ଆଧାର। ଆସନ୍ତୁ, ସମସ୍ତେ ମିଳି ଉନ୍ନତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ସଂକଳ୍ପକୁ ସାକାର କରିବା। ଏହି ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ Narendra Modi ଙ୍କ ନୀତି, ଆଦର୍ଶ ଓ ଦେଶ ବିକାଶରେ ଅନୁପ୍ରାଣିତ ହୋଇ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ନେତୃତ୍ୱ ପ୍ରତି ଆସ୍ଥା ପ୍ରକାଶ କରି ବହୁ ଯୁବକ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ। ନୂତନ ସଦସ୍ୟମାନଙ୍କୁ ଦଳରେ ସ୍ୱାଗତ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ରାଜନୈତିକ ଓ ସାମାଜିକ ଜୀବନ କାମନା କରୁଛି। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶ୍ରୀ ଚତୁର୍ଭୁଜ ଟାଣ୍ଡି, ମଣ୍ଡଳ ପ୍ରଭାରୀ ଶ୍ରୀ ଶିଶୁଦେବ ମୁଣ୍ଡ, ଜନ ସମ୍ପର୍କ ଯାତ୍ରା ସଂଯୋଜକ ଶ୍ରୀ ସେତୁରାମ ଭକ୍ତ ଓ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। #JanSamparkYatra #12YearsOfSeva #2YearsOfDevelopment #ViksitBharat #ViksitOdisha
18
କେନ୍ଦ୍ର ସରକାରଙ୍କ ସଫଳତାର ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଖଇରପଦର ମଣ୍ଡଳ ଅନ୍ତର୍ଗତ ତରାପୁର ଗ୍ରାମ ପଞ୍ଚାୟତର ତରାପୁର, ଇଚ୍ଛାପୁର ଓ କର୍ଲାକୋଟ ଗ୍ରାମରେ ଆୟୋଜିତ ଜନ ସମ୍ପର୍କ ଯାତ୍ରାରେ ଯୋଗଦେଲି । ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତିବିଶେଷ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଭେଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ସୁଶାସନ ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ସହ ଜନସାଧାରଣଙ୍କ ସହ ଅଧିକ ନିବିଡ଼ ସମ୍ପର୍କ ସ୍ଥାପନ ଉପରେ ଆଲୋଚନା କରାଗଲା। ସମସ୍ତଙ୍କ ସହଯୋଗ, ସମର୍ଥନ ଓ ସକ୍ରିୟ ଭାଗୀଦାରି ହିଁ ଏକ ବିକଶିତ, ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ମୂଳ ଆଧାର। ଆସନ୍ତୁ, ସମସ୍ତେ ମିଳି ଉନ୍ନତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ସଂକଳ୍ପକୁ ସାକାର କରିବା। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶ୍ରୀ ଚତୁର୍ଭୁଜ ଟାଣ୍ଡି, ମଣ୍ଡଳ ପ୍ରଭାରୀ ଶ୍ରୀ ଶିଶୁଦେବ ମୁଣ୍ଡ, ଜନ ସମ୍ପର୍କ ଯାତ୍ରା ସଂଯୋଜକ ଶ୍ରୀ ସେତୁରାମ ଭକ୍ତ ଓ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। #JanSamparkYatra #12YearsOfSeva #2YearsOfDevelopment #ViksitBharat #ViksitOdisha
15
#୧୨ରେ_୨_ବର୍ଷର_ହିସାବ_ଦେବୁ: #ମନମୋହନ -ଆସନ୍ତା ୧୨ ତାରିଖରେ ୨ ବର୍ଷର ହିସାବ ଦିଆଯିବ -ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା -'ଆମେ ୨ ବର୍ଷରେ କ'ଣ କରିଛୁ, ତା'ର ଉତ୍ତର ଆସନ୍ତା ୧୨ରେ ଦେବୁ' -'ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ସଂକଳ୍ପପତ୍ର ଅନୁସାରେ କାମ କରିଛୁ' -କ୍ୟାବିନେଟ୍‌ ଡାକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛୁ: ମନମୋହନ -'ପୂର୍ବରୁ ଚାଷୀଙ୍କୁ ୧୦ ଟଙ୍କା ବୋନସ୍‌ ଦିଆଯାଇନଥିଲା, ଆମେ ୩୧୦୦ କଲୁ' -'୪ ଥର ଧାନ କିଣି ସାରିଛୁ, ସୁଭଦ୍ରା ସହାୟତା ମଧ୍ୟ ଦେଇଛୁ' -'ଆମେ ରତ୍ନଭଣ୍ଡାର ଖୋଲିଲୁ, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଛୁ' -'୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ କାମ ଆରମ୍ଭ କରିସାରିଛୁ' #ManmohanSamal #2YearsOfDevelopment #BJPGovernment #DoubleEngineGovernment #OTV
28
3
61
10,896
Replying to @BodePrasad
రెండేళ్లలో అభివృద్ధి, సంక్షేమం రెండింటినీ సమపాళ్లలో ముందుకు తీసుకెళ్తూ ప్రజల విశ్వాసాన్ని నిలబెట్టుకున్న కూటమి ప్రభుత్వానికి అభినందనలు. ప్రతి కుటుంబానికి మేలు చేకూరేలా అమలు చేస్తున్న సంక్షేమ పథకాలు, వేగంగా కొనసాగుతున్న అభివృద్ధి పనులు ప్రజల్లో కొత్త ఆశలు నింపుతున్నాయి. ఇదే మంచి ప్రభుత్వం… ఇదే ప్రజల ప్రభుత్వం! #2YEARSOFNDA #2YearsOfDevelopment #అభివృద్ధి_కొనసాగుతోంది #BodePrasad #PenamaluruMLA #TeluguDesamParty #AndhraPradesh
3
17
అభివృద్ధి పథంలో విజయవంతంగా రెండేళ్లు... ప్రజల ఆశయాలకు అనుగుణంగా ముందుకు సాగుతున్న పాలనకు ఇది నిదర్శనం. ✨ #2YearsOfDevelopment #ప్రగతిపథంలో_రెండేళ్లు #MLAPalasa #GouthuSireesha #GouthuForPalasa #MeeKosamMeeGouthu #PalasaTDP #PeoplesGovernment #TDPJSPBJPTogether #TeluguDesamParty #IdhiManchiPrabhutvam #AndhraPradesh @JaiTDP
3
20
350
రెండేళ్ల అభివృద్ధి... ఎన్నో సంక్షేమ కార్యక్రమాలు... ప్రజల జీవితాల్లో మార్పు తీసుకువచ్చిన ప్రగతి ప్రయాణం కొనసాగుతోంది.... #2YEARSOFNDA #2YearsOfDevelopment #అభివృద్ధి_కొనసాగుతోంది #BodePrasad #PenamaluruMLA #BodeForDevelopment #BodeForPeople #BodeForPenamaluru #PenamaluruTDP #PeoplesGovt #IdhiManchiPrabhutvam #TeluguDesamParty #AndhraPradesh @JaiTDP
2
2
17
177
మన నర్సీపట్నం అభివృద్ధి పథంలో దూసుకుపోతోంది! 🚀 ✅ 2 సంవత్సరాల్లో 1,896 అభివృద్ధి పనులు పూర్తి ✅ రూ. 532.75 కోట్లతో మౌలిక వసతుల కల్పన ✅ ప్రజా సంక్షేమం – ప్రాంతీయ ప్రగతే లక్ష్యం అభివృద్ధే మా అజెండా... జై అయ్యన్న... జై జై అయ్యన్న... ✊ నాయకుడంటే ఇలా ఉండాలి! #జైఅయ్యన్న #AyyannaPatrudu #Narsipatnam #నరసీపట్నం #Development #DevelopmentWorks #Progress #532Crores #Infrastructure #PublicWelfare #PeopleFirst #GoodGovernance #AndhraPradesh #APDevelopment #TDP #TeluguDesamParty #NarsipatnamGrowth #VisionAP #StrongerAndhra #DevelopmentForAll #2YearsOfDevelopment #TeluguNews #AndhraNews #PublicService #BetterFuture #ProgressiveAndhra #Leadership #JaiAyyanna #NarsipatnamDevelopment #TeamAyyanna
1
18
71
2,243
#गौरवशाली इतिहास #सांस्कृतिक पहचान #आधुनिक विकास डबल इंजन सरकार के विकास और सेवा के 2 वर्ष सम्राट #विक्रमादित्य की स्मृति में विरासत के साथ विकास का संकल्प। मध्यप्रदेश निरंतर प्रगति के पथ पर। #सम्राट_विक्रमादित्य #विकास_और_विरासत #2YearsOfDevelopment #MPGovernment #ProudMP
2
31
The development of my constituency is my purpose, which will be completed in every respect. #2YearsofDevelopment #IndianNationalCongress
3
3
10
ਪਿੰਡ ਮੋਮਨਾਬਾਦ ਅਤੇ ਬਾਦਸ਼ਾਹਪੁਰ ਮੰਡੀ ਰਪਾਣਾ (ਹਲਕਾ ਅਮਰਗੜ੍ਹ) ਵਿਖੇ ਚੋਣ ਪ੍ਰਚਾਰ ਕਰਨ ਸਮੇਂ ਕਾਮਿਲ ਬੋਪਾਰਾਏ ਵਿਧਾਇਕ ਸੁਰਜੀਤ ਸਿੰਘ ਧੀਮਾਨ ਜੀ ਲੋਕਾਂ ਵਿੱਚ ਕਾਂਗਰਸ ਪਾਰਟੀ ਦੀ ਜਿੱਤ ਨੂੰ ਲੈ ਕੇ ਭਾਰੀ ਉਤਸ਼ਾਹ ਵੇਖਣ ਨੂੰ ਮਿਲਿਆ #2YearsOfDevelopment #Mission2019FategarhSahib #ਸ਼੍ਰੀਫ਼ਤਹਿਗੜ_ਸਾਹਿਬ_ਹਲਕਾ_ਡਾ_ਅਮਰਸਿੰਘ_ਨਾਲ
5
10
ਲੋਹਾ ਨਗਰੀ ਮੰਡੀ ਗੋਬਿੰਦਗੜ੍ਹ ਵਿਖੇ ਉਦਯੋਗਪਤੀਆ ਨਾਲ ਜਨਤਕ ਮੀਟਿੰਗ ਕੀਤੀ ਗਈ ਇਸ ਮੀਟਿੰਗ ਵਿਚ ਉੱਘੇ ਉਦਯੋਗਪਤੀ ਸ੍ਰੀ ਨਵੀਨ ਜਿੰਦਲ ਜੀ, ਵਿਧਾਇਕ ਹਲਕਾ ਅਮਲੋਹ ਸ. ਕਾਕਾ ਰਣਦੀਪ ਸਿੰਘ ਵਿਧਾਇਕ ਹਲਕਾ ਖੰਨਾ ਸ. ਗੁਰਕੀਰਤ ਸਿੰਘ ਕੋਟਲੀ ਨੇ ਇਥੋਂ ਦੀ ਇੰਡਸਟਰੀ ਦੇ ਪੁਨਰਵਾਸ ਦਾ ਭਰੋਸਾ ਦਿਵਾਇਆ #2YearsOfDevelopment
2
ਵਾਹਿਗੁਰੂ ਜੀ ਦਾ ਆਸੀਰਵਾਦ ਤੇ ਸੰਗਤ ਵੱਲੋਂ ਮਿਲਿਆਂ ਜੋਸ਼ ਲੋਕ ਸਭਾ ਚ ਮਿਲਣ ਵਾਲੀ ਸਾਡੀ ਜਿੱਤ ਦੇ ਝੰਡੇ ਦਾ ਕੱਦ ਹੋਰ ਵੀ ਉੱਚਾ ਕਰ ਰਿਹਾ ਹਲਕਾ ਪਾਇਲ ਸਮੂਹ ਅਹੁੱਦੇਦਾਰਾ ਦਾ ਦਿੱਲੋ ਧੰਨਵਾਦ #2YearsOfDevelopment #Mission2019FategarhSahib #ਸ਼੍ਰੀਫ਼ਤਹਿਗੜ_ਸਾਹਿਬ_ਹਲਕਾ_ਡਾ_ਅਮਰਸਿੰਘ_ਨਾਲ
1
6
ਨੌਜਵਾਨਾਂ ਵੱਲੋ ਘਰ ਘਰ ਜਾ ਕੇ ਕਾਂਗਰਸ ਪਾਰਟੀ ਦੇ ਕਾਰਜਾ ਦੀ ਜਾਣਕਾਰੀ ਦਿੱਤੀ ਗਈ, ਲੋਕ ਕਾਂਗਰਸ ਪਾਰਟੀ ਦੇ ਕੰਮਾਂ ਤੋਂ ਬਹੁਤ ਖੁਸ ਨਜਰ ਆਏ ਅਤੇ ਉਹਨਾਂ ਨੇ ਲੋਕ ਸਭਾ ਹਲਕਾ ਫਤਿਹਗੜ ਸਾਹਿਬ ਤੋਂ ਕਾਂਗਰਸ ਪਾਰਟੀ ਦੀ ਜਿੱਤ ਨੂੰ ਯਕੀਨੀ ਬਣਾਉਣ ਦਾ ਵਾਅਦਾ ਕੀਤਾ ,... #YouthCongrassFategarhSahib #2YearsOfDevelopment
3
ਚੋਣ ਪ੍ਰਚਾਰ ਦੌਰਾਨ ਸਾਰੇ ਭੈਣ ਭਰਾਵਾਂ ਦਾ ਬਹੁਤ ਪਿਆਰ ਸਤਿਕਾਰ ਮਿਲਿਆ । ਕਾਂਗਰਸ ਬਾਰੇ ਲੋਕ ਬਹੁਤ ਚੰਗੀ ਸੋਚ ਅਤੇ ਪਾਰਟੀ ਦੇ ਕੰਮਾਂ ਪ੍ਰਤੀ ਅਥਾਹ ਵਿਸ਼ਵਾਸ ਰੱਖਦੇ ਹਨ । ਮੈਨੂੰ ਖੁਸ਼ੀ ਹੈ ਜੋ ਤੁਸੀਂ ਐਨਾ ਸਾਥ ਦਿੱਤਾ ਇੰਝ ਹੀ ਵੋਟਾਂ ਵਾਲੇ ਦਿਨ ਵੀ ਕਾਂਗਰਸ ਦੇ ਝੰਡੇ ਲਹਿਰਾ ਦਿਓ। #2YearsOfDevelopment #Mission2019FategarhSahib
4
5
ਮੈਂ ਪਿੰਡ ਵਾਸੀਆਂ ਦੇ ਇਸ ਸਨਮਾਨ ਦਾ ਮਾਣ ਰੱਖਦੇ ਹੋਏ ਉਹਨਾਂ ਨੂੰ ਵਿਸ਼ਵਾਸ ਦਿਵਾਇਆ ਕਿ ਕਾਂਗਰਸ ਪਾਰਟੀ ਦੇ ਰਾਜ ਵਿੱਚ ਉਹਨਾਂ ਨਾਲ ਕੀਤਾ ਹਰ ਇੱਕ ਵਾਅਦਾ ਪੂਰਾ ਕੀਤਾ ਜਾਵੇਗਾ ਅਤੇ ਪਾਰਟੀ ਵੱਲੋ ਆਮ ਲੋਕਾਂ ਦੇ ਹਿੱਤ ਲਈ ਹਰ ਸੰਭਵ ਕਦਮ ਉਠਾਇਆ ਜਾਵੇਗਾ!!! #2YearsOfDevelopment #Mission2019FategarhSahib @INCPunjab
3
3
ਮੈਂ ਪਿੰਡ ਵਾਸੀਆਂ ਦੇ ਇਸ ਸਨਮਾਨ ਦਾ ਮਾਣ ਰੱਖਦੇ ਹੋਏ ਉਹਨਾਂ ਨੂੰ ਵਿਸ਼ਵਾਸ ਦਿਵਾਇਆ ਕਿ ਕਾਂਗਰਸ ਪਾਰਟੀ ਦੇ ਰਾਜ ਵਿੱਚ ਉਹਨਾਂ ਨਾਲ ਕੀਤਾ ਹਰ ਇੱਕ ਵਾਅਦਾ ਪੂਰਾ ਕੀਤਾ ਜਾਵੇਗਾ ਅਤੇ ਪਾਰਟੀ ਵੱਲੋ ਆਮ ਲੋਕਾਂ ਦੇ ਹਿੱਤ ਲਈ ਹਰ ਸੰਭਵ ਕਦਮ ਉਠਾਇਆ ਜਾਵੇਗਾ!!! #2YearsOfDevelopment #Mission2019FategarhSahib #AbHogaNYAY
4
3