Filter
Exclude
Time range
-
Near
ନବଜାତ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜନ୍ମର ପ୍ରଥମ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ମା’ର ପ୍ରଥମ ସ୍ତନ୍ୟପାନ ଶିଶୁକୁ ସାରା ଜୀବନ ପାଇଁ ରୋଗ ସହ ଲଢ଼ିବାର ଶକ୍ତି ପ୍ରଦାନ କରିଥାଏ। #NewbornCare #First6YearsOfLife #EarlyChildhood #WCDOdisha @cmo_odisha @pravatiparidabjp @ministrywcd
1
17
352
पोषण पखवाड़ा - एक जन आंदोलन! पिछले 8 वर्षों में पोषण को जन-जन का अभियान बनाते हुए “सुपोषित भारत” के निर्माण की दिशा में महत्वपूर्ण कदम बढ़ाए गए हैं। ‘जीवन के पहले 6 वर्ष’ को केंद्र में रखते हुए जागरूकता और जनभागीदारी को नई गति मिली है। इस वर्ष का पखवाड़ा संपन्न हो चुका है, परंतु इससे मिली प्रेरणा और जागरूकता भविष्य की निरंतर गतिविधियों को दिशा देती रहेगी। #First6YearsOfLife
7
17
395
ચાલો આંગણવાડી કેન્દ્રોમાં ઉપલબ્ધ સેવાઓ અને સુવિધાઓ વિશે જાણીએ.. દરેક સેવા, દરેક સુવિધા - તમારા અને તમારા બાળકના સારા ભવિષ્ય માટે આજે જ તમારા નજીકના આંગણવાડી કેન્દ્રની મુલાકાત લો અને આ સેવાઓનો લાભ લો.. #First6YearsOfLife @MinistryWCD @PIBWCD @PMOIndia @Annapurna4BJP @savitrii4bjp
1
3
191
શરૂઆતના વર્ષોમાં શિક્ષણને વાત કરીને, સાંભળીને, રમકડાંનો ઉપયોગ કરીને, બાળ-મૈત્રીપૂર્ણ પ્રવૃત્તિઓ દ્વારા અને શારીરિક પ્રવૃત્તિ દ્વારા પ્રોત્સાહન આપી શકાય છે. આ પ્રવૃત્તિઓ બાળકોને વિચાર, ભાષા, સામાજિક અને ભાવનાત્મક કુશળતા વિકસાવવામાં મદદ કરે છે. #First6YearsOfLife #ECCE #PoshanPakhwada @MinistryWCD @PIBWCD
3
2
209
ସୁବର୍ଣ୍ଣପୁର ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ୮ମ ପୋଷଣ ପକ୍ଷ ପାଳିତ ହୋଇଯାଇଛି । #First6YearsOfLife #PoshanPakhwada2026 #POSHANAbhiyaan #8thPoshanPakhwada #BrainDevelopment #EarlyChildhoodDevelopment
1
1
5
175
ମା’ ଏବଂ ଶିଶୁଙ୍କ ପୋଷଣ ପାଇଁ ଉଚିତ୍ ଯତ୍ନ, ସଚେତନତା ଏବଂ ସନ୍ତୁଳିତ ଆହାରକୁ ସର୍ବାଧିକ ଗୁରୁତ୍ୱ ଦେବା ଜରୁରୀ । କାରଣ ଏହା ଶିଶୁଙ୍କ ଜୀବନର ପ୍ରଥମ ୧୦୦୦ଦିନରେ ଶାରୀରିକ ଏବଂ ମସ୍ତିଷ୍କ ବିକାଶରେ ସାହାଯ୍ୟ କରିଥାଏ । #First6YearsOfLife #PoshanPakhwada2026 #POSHANAbhiyaan #8thPoshanPakhwada #BrainDevelopment
1
1
10
217
सही शुरुआत, स्वस्थ शुरुआत 🤱जन्म के बाद पहले 6 महीने—केवल माँ का दूध पोषण पखवाड़ा: 9–23 अप्रैल 2026 #First6YearsOfLife #PoshanPakhwada @MinistryWCD
1
3
64
Embrace the knowledge of Ayurveda for your daily nutrition. Ayurveda Ahara isn't just about what we eat; it's a mindful choice for holistic health, balance, and sustainable living. This Poshan Saptah, let's rediscover how traditional food perfectly meets our modern needs by offering preventive care in harmony with nature. #First6YearsOfLife #PoshanAbhiyan #PoshanPakhwada2026 #Ayurveda #PublicHealth #TraditionalMedicine #HealthForAll @PMOIndia | @narendramodi | @mpprataprao | @secymoayush | @vaidyakotecha | @WHO | @mdniy | @ccrhindia | @CCRAS_MoAyush | @DirectorCcryn | @AIIA_NDelhi | @WHO | @PCIMH_ | @nmpb1 | @NIAJaipur | @ccrschennai | @nischennai | @RAVDelhi | @ItraJamnagar | @NEIAHShillong01 | @CARI_newdelhi | @RARI_Nagpur | @CentralUnani | @BengaluruC35976 | @cari_guwahati | @RARIAhmedabad | @msrarijaipur | @csmraddi | @CariKolkata | @DimapurRarc | @RARCAgartala | @RARIPortBlair | @HyderabadNiimh @PIB_India | @PIBAYUSH | @DDNewslive | @sansad_tv | @AIRNewsHindi | @mygovindia | @MyGovHindi | @NIHKOLKATAMinO1 | @ForHomeopathy @heartfulness @kanhashantivan @kamleshdaaji
1
6
18
919
ପ୍ୟାକେଟରେ ବନ୍ଦ୍ ହୋଇ ଆସୁଥିବା ଅଧିକାଂଶ ଖାଇବା ଜିନିଷ ଯେପରିକି ଚିପ୍ସ୍, ନୁଡ଼ୁଲ୍ସ୍, କ୍ରିପ୍ସ୍, ରସ୍କ , ବ୍ରେଡ୍, ଚା/କଫି, କୋଲ୍ଡ୍ ଡ୍ରିଂକ୍ସ୍ ପ୍ରଭୃତିକୁ ନାଁ କୁହନ୍ତୁ। ସୁସ୍ଥତାର ଅଭ୍ୟାସକୁ ଆପଣାନ୍ତୁ । #First6YearsOfLife #PoshanPakhwada2026 #POSHANAbhiyaan #8thPoshanPakhwada #BrainDevelopment
1
2
12
322
Poshan Pakhwada 2026 aims to bring play and activity based learning alive at Anganwadi Centres across the country, building school readiness and holistic development for every child aged 3 to 6 years. #First6YearsOfLife #ECCE #PoshanPakhwada @PIBWCD
6
10
17
700
જંક ફૂડ છોડો, સ્વસ્થ આહાર અપનાવો! આ વિડિઓમાં, આપણે જંક ફૂડના વધુ સારા અને સ્વાદિષ્ટ વિકલ્પો વિશે જાણીશું નાના ફેરફારો, મોટી અસર - યોગ્ય પસંદગીઓ કરીને દરેક દિવસને સ્વસ્થ બનાવો. #First6YearsOfLife #Poshanpakhvada @MinistryWCD @MoHFW_INDIA @moayush @PIBWCD
1
3
3
320
Apr 24
Play-based ECCE at Anganwadi Centres creates joyful, child-friendly vibrant spaces that nurture cognitive, social-emotional, physical, language, cultural & aesthetic development of children aged 3-6 years. #First6YearsOfLife #ECCE #PoshanPakhwada @MinistryWCD @PIB_India
2
3
89
Play-based ECCE at Anganwadi Centres creates joyful, child-friendly vibrant spaces that nurture cognitive, social-emotional, physical, language, cultural & aesthetic development of children aged 3-6 years. #First6YearsOfLife #ECCE #PoshanPakhwada @PIBWCD
8
14
600
ଖୋର୍ଦ୍ଧାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ୮ମ ପୋଷଣ ପକ୍ଷ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ସ୍ତରର ଅଧିକାରୀମାନେ ଉପସ୍ଥିତ ଥିଲେ। #First6YearsOfLife #PoshanPakhwada2026 #POSHANAbhiyaan #8thPoshanPakhwada #BrainDevelopment
1
2
4
186
ଆଜି ଭଦ୍ରକ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ୮ମ ପୋଷଣ ପକ୍ଷ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରର ଅଧିକାରୀମାନେ ଉପସ୍ଥିତ ରହି ମା'ର ପୋଷଣ ସହ ଶିଶୁର ପ୍ରାରମ୍ଭିକ ବୟସରେ ମସ୍ତିଷ୍କ ବିକାଶରର ଗୁରୁତ୍ୱ ବିଷୟରେ ଆଲୋଚନା ହୋଇଥିଲା । #First6YearsOfLife #PoshanPakhwada2026 #POSHANAbhiyaan #8thPoshanPakhwada
1
1
9
187
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ସିଡିପିଓ ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । #First6YearsOfLife #PoshanPakhwada2026 #POSHANAbhiyaan #8thPoshanPakhwada #BrainDevelopment #EarlyChildhoodDevelopment
1
1
120
ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ପ୍ରକଳ୍ପଠାରେ ପୋଷଣ ପକ୍ଷ- ୨୦୨୬ ପାଳନ କରିବା ସହ ମା' ଓ ଶିଶୁଙ୍କ ପୋଷଣର ଆବଶ୍ୟକତା, ସ୍କ୍ରିନ୍‌ ଟାଇମ୍‌ କମ୍ କରିବାରେ ମାତା ଓ ପିତାଙ୍କ ଭୂମିକା ତଥା ଅଙ୍ଗନୱାଡ଼ି କେନ୍ଦ୍ରର ସଶକ୍ତିକରଣ ନିମନ୍ତେ ସାମୂହିକ ସମର୍ଥନ ଆଦି ଦିଗରେ ସଭିଙ୍କୁ ସଚେତନ କରାଯାଇଥିଲା। #First6YearsOfLife #PoshanPakhwada
1
2
120
ବଲାଙ୍ଗୀର ଜିଲ୍ଲାରେ ୮ମ ପୋଷଣ ପକ୍ଷ ପାଳନ ହୋଇଯାଇଛି । ଏହି ଅବସରରେ ମା'ର ପୋଷଣ ସହ ଶିଶୁର ପ୍ରାରମ୍ଭିକ ବୟସରେ ମସ୍ତିଷ୍କ ବିକାଶରର ଗୁରୁତ୍ୱ ବିଷୟରେ ଆଲୋଚନା ହୋଇଥିଲା । #First6YearsOfLife #PoshanPakhwada2026 #POSHANAbhiyaan #8thPoshanPakhwada #BrainDevelopment #EarlyChildhoodDevelopment
2
5
137
8वां पोषण पखवाड़ा 9 - 23 अप्रैल 2026 "जीवन के पहले छह वर्षों में मस्तिष्क का अधिकतम विकास" ▶️प्रदेशभर में पोषण जागरूकता आधारित गतिविधियों का हुआ आयोजन @DrMohanYadav51 @CMMadhyaPradesh @mp_wcdmp #First6YearsOfLife #PoshanPakhwada #MadhyaPradesh #JansamparkMP
7
8
494