ମହିଳା ଟି-୨୦ ବିଶ୍ୱକପ୍: ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଲା ନ୍ୟୁଜିଲ୍ୟାଣ୍ଡ
ଟି-୨୦ ମହିଳା ବିଶ୍ୱକପରେ ବାଜି ମାରି ନେଇଛି ନ୍ୟୁଜିଲ୍ୟାଣ୍ଡ। ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ହରାଇ ଟ୍ରଫି ହାତେଇଛି କିୱି ବାହିନୀ। ଏହି ବିଜୟ ସହ ପ୍ରଥମ ଥର ପାଇଁ ବିଶ୍ୱବିଜୟୀ ତାଲିକାରେ ନିଜ ନାଁ ଯୋଡ଼ିଛି ନ୍ୟୁଜିଲ୍ୟାଣ୍ଡ।
odishareporter.in