Odisha CHSE 12th result ବଢ଼ିଲା ଯୁକ୍ତ୨ ପାସ୍ହାର, ମୋଟ ୮୫.୮୫% ପାସ୍
ଯୁକ୍ତ୨ ପରୀକ୍ଷାଫଳରେ ଏଥର ବଢ଼ିଲା ସଫଳତା! ମୋଟ ପାସ୍ହାର ୮୫.୮୫% ରହିଥିବା ବେଳେ ବିଜ୍ଞାନ ବିଭାଗ ରହିଛି ଶୀର୍ଷରେ। ୬,୨୮୪ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ସୃଷ୍ଟି କଲେ ନୂଆ ରେକର୍ଡ। #CHSEOdisha #PlusTwoResult #OdishaEdu...
sambad.in