🔥 ସକାଳ 9ଟାରୁ ଖରା ଏତେ ତୀବ୍ର ଯେ ଛୁଆମାନେ କଣ ବଡ଼ ମାନେ ବି ସହି ପାରୁନାହାନ୍ତି। ଅନେକ ଛାତ୍ରଛାତ୍ରୀ ଝାଡ଼ା ଓ ଅଂଶୁଘାତରେ ପଡ଼ୁଛନ୍ତି।
ଛାତ୍ରଛାତ୍ରୀଙ୍କ ଜୀବନ ଓ ସ୍ୱାସ୍ଥ୍ୟ ସବୁଠାରୁ ଆଗରେ।
ଦୟାକରି ସାରା ଓଡ଼ିଶାରେ ପ୍ରାଥମିକ ଠାରୁ କଲେଜ୍ ଓ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ତୁରନ୍ତ ବନ୍ଦ କରାଯାଉ।