କେମିତି ଅଛ ସମର?
ଏକୁଟିଆ ଅଛି, କିନ୍ତୁ ଖୁସିରେ ଅଛି ମହୁଆ, ତୁମେ?
ମୁଁ ବି…
ବାସ୍ ସେତିକି ହି ତ କଥା ବାର୍ତ୍ତା। ସତର ବର୍ଷ ପରେ ଦେଖା ଅଥଚ ମାତ୍ର ତିନି ଧାଡିରେ କଥା ଶେଷ। ହେଲେ ଏତିକି ବି ବୋଧେ ଯଥେଷ୍ଟ ଥିଲା ସେ ଦିନ ପାଇଁ, ମହୁଆ ପାଇ ସାରିଥିଲା ତା ପ୍ରଶ୍ନର ଉତ୍ତର।
୯/୯ ସମାପ୍ତ
ମାନସ ରଞ୍ଜନ ଦାଶ