Joined August 2014
2,272 Photos and videos
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 retweeted
ଓଡ଼ିଆଙ୍କ ଝୁଙ୍କ ସାଧାରଣତଃ ଅଧିକାଂଶ ଓଡ଼ିଆଙ୍କ ଝୁଙ୍କ ନଥିବା ମନେହୁଏ | ଯେଉଁଠି ଥାଏ, ସେଇଠି ଆମ ସଂକଳ୍ପ ଫଳାଫଳରେ ପ୍ରତିଫଳିତ ହେଇଥାଏ ; ଯେମିତି ମୟୁରଭଞ ରେ କେତେ ଗାଁ ର ଅସାଧାରଣ ପରିଷ୍କାର ପରିଛନ୍ନତା ଏବଂ ସାମାଜିକ ଶୃଙ୍ଖଳାରେ ; ଯେମିତି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଓଲ ଚିକି ଅକ୍ଷରରେ ; କୋରାପୁଟ କଫି ରେ | ଝୁଙ୍କ ଶିଥିଳ ଥିଲେ ବା ଅନୁପସ୍ଥିତ ଥିଲେ ପରାଜୟ ଆମ ସାଥି ହୋଇଯାଏ | ଆନ୍ଧ୍ର ରେ ପ୍ରତି ହେକ୍ଟର ରେ ଦଶ ଟନ ଆମ୍ବ ଉତ୍ପାଦନ ହେଲାବେଳେ ଆମର ଚାରି ଟନ ହେଇଥାଏ | ମୁଁ ଝୁଙ୍କ କୁ ଆତ୍ମ ଅଭିମାନର ଏକ ରୂପ ବୋଲି ଭାବେ | ଅନେକେ ଝୁଙ୍କ ର ଅନୁପସ୍ଥିତିରେ ବିଚଳିତ ହୁଅନ୍ତିନି | ଆମ ବୁଦ୍ଧିଜୀବୀ ଗୋଷ୍ଠୀର ସିଂହଭାଗ ସାଧାରଣତଃ ଏହି ଶ୍ରେଣୀର | ସେମାନେ ସାମାଜିକ, ଅର୍ଥନୈତିକ ପରିବର୍ତ୍ତନ ର ପଥ ପ୍ରଦର୍ଶକ ହେବାପାଇଁ ଆଗ୍ରହୀ ନୁହନ୍ତି | ବ୍ୟକ୍ତିଗତ ସ୍ୱାର୍ଥ ରକ୍ଷା ତାଙ୍କ ପାଇଁ ଅଧିକ ଗୁରୁତ୍ତ୍ୱପୂର୍ଣ | ଗୋଟିଏ ଛୋଟ ଉଦାହରଣ ଏଇଠି ପ୍ରାସଙ୍ଗିକ ହେବ | ବନ୍ଧୁ ; କୃଷି ବିଶେଷଜ୍ଞ, ପ୍ରଭୁ ଚରଣ ଲେଙ୍କା ଓଡ଼ିଶାର ଆମ୍ବ ସମ୍ପଦ ବିଷୟରେ ଲେଖନ୍ତି | ମୋତେ ଭଲ ଲାଗେ | ସେ କେନ୍ଦୁଝର ଜିଲାର ତେଲକୋଇ ବ୍ଲକ ରେ ଆମ୍ବ ର ପ୍ରସାର ଏବଂ ବିଭିଧତା ସମ୍ପର୍କରେ ସୂଚନା ଦିଅନ୍ତି | ମୋ ମନରେ ଝୁଙ୍କ ଉଠେ ତେଲକୋଇ ର ଆମ୍ବକୁ ବିଦେଶ ପଠେଇବା ପାଇଁ ଯୋଜନା ଆରମ୍ଭ କରିବାକୁ | ଯୋଜନାର ଏକ ଛୋଟ ରୂପରେଖ ତିଆରି କରି ମୁଁ ପ୍ରଭୁ ଲେଙ୍କାଙ୍କୁ ପଠେଇଲି | ସେ କହିଲେ ସେ ମୋ ସାଙ୍ଗରେ ଆଲୋଚନା ପାଇଁ ଘରକୁ ଆସିବେ | ଜଣେ ବନ୍ଧୁଙ୍କ ସହିତ ଆସିଲେ | ତେଲକୋଇ ର ବାସିନ୍ଦା , ଓଡିଶା ପ୍ରଶାସନର ଜଣେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଫିସର ; ଜଣେ ଅଗ୍ରଣୀ ଆମ୍ବ ଚାଷୀ -- ସଦାନନ୍ଦ ନାୟକ | ଦିହେଁ ତେଲକୋଇର ବର୍ତ୍ତମାନ ଆମ୍ବ ଚାଷ ସମ୍ପର୍କରେ ସୂଚନା ଦେଲେ | ମୁଁ ଆଶ୍ଚର୍ଯ୍ୟ ହେଲି | ତଦାନୀନ୍ତନ କେନ୍ଦୁଝର ଜିଲାପାଳ ଜଗଦାନନ୍ଦଙ୍କ ଝୁଙ୍କ ବିଷୟରେ କହିଲେ | ସେଇ ଝୁଙ୍କ ଆଜି ଏକ ଏକ ସାମାଜିକ ପ୍ରବାହର ରୂପ ନେଇଛି | କିନ୍ତୁ ମୁଁ ତାଙ୍କୁ କହିଲି ଏହି ପ୍ରବାହକୁ ଅଧିକ ମୂଳ୍ୟଭିତ୍ତିକ କରିବାକୁ ହେବ | ଆମେ ଆଲୋଚନା କଲୁ | କେନ୍ଦୁଝର ଜିଲାରେ ଖଣିଜ ସମ୍ପଦ ସଂକ୍ରାନ୍ତୀୟ ବିକାଶ ପାଣ୍ଠିରେ ହଜାର ହଜାର କୋଟି ଟଙ୍କା ରହିଛି | ଅଥଚ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ଏହି ପାଣ୍ଠିର ସାମାନ୍ୟ କିଛି ଅଂଶ ବିନିଯୋଗ କରିବା ପାଇଁ ବ୍ୟଗ୍ରତା ନାହିଁ | ଏହା ସମ୍ଭବ | ରପ୍ତାନି ପାଇଁ ଆବଶ୍ୟକ କେନ୍ଦ୍ର, ସରଞ୍ଜାମ ଇତ୍ୟାଦି ସବୁ କିଛି ବର୍ଷେ ଦିବର୍ଷ ଭିତରେ ହେଇ ପାରିବ | କେଶର ଜାତିର ଆମ୍ବ ଗଛର ପ୍ରସାର ଦୁଇ ବର୍ଷରେ ହେଇ ପାରିବ | ତେଲକୋଇ ରୁ ବର୍ଷକୁ ଅନ୍ତତଃ ଦୁଇ ହଜାର ଟନ ଉନ୍ନତ ଧରଣର ଆମ୍ବ ବିଦେଶ କୁ ରପ୍ତାନି ସମ୍ଭବ | ଝୁଙ୍କ ଆବଶ୍ୟକ | କାଲିର ଆଲୋଚନା ପରେ ମୋର ହୃଦବୋଧ ହେଲା ଝୁଂକର ଅଙ୍କୁରୋଦଗମ ହେଇଚି | ପ୍ରଭୁ ବାବୁ ଏବଂ ସଦାନନ୍ଦ ବାବୁ ଏହାକୁ ଆଗେଇନେବେ | …..
3
16
1,241
WTF happened with the new Twitter update!? 🙄🤦🏻‍♂️
2
1
358
ଦିଗନ୍ତରେ ଅସ୍ତମିତ ସୂର୍ଯ୍ୟର ଲାଲିମା, ପର୍ବତ କନ୍ଦରରୁ ଭାସମାନ ବୈଶାଖୀ ପବନ, ବସା ବାହୁଡ଼ା ପକ୍ଷୀଙ୍କର କଳରବ ଭିତରେ, ମୋହାବିଷ୍ଟ ହେଉ ହେଉ ପଛରୁ ଶୁଭିଲା ଏଇ, ସୂର୍ଯ୍ୟାସ୍ତ କି ମୁଁ? କହିଲ କିଏ ଅଧିକ ସୁନ୍ଦର...!
1
18
459
ଆଜି ପୁଣି ନିର୍ଘାତ ବର୍ଷା କୁଆପଥର ବୃଷ୍ଟି ତୁହାକୁ ତୁହା ଛନକା ବିଜୁଳି ଛାତି ଦଲକେଇ ଦେଲା ଭଳି ଘଡ଼ଘଡ଼ି ଆଉ ଆଜି ଟିକେ ବେଶୀ ବେଶୀ ମନେ ପଡୁଛ ତୁମେ! ❤️
2
1
20
798
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 retweeted
This is not Bengali script. When was Mayurbhanj part of Bengal king's rule last time? How many Bengali king's inscription found there? What was the percentage of Bengali speakers there in first linguistic census? Rather places like Medinapur and part of Bankura, Hooghly, and Howrah was part of Odisha. Multiple Bengali authors have written this exeltensively. Even Bengali kings mention that chunk of Dandabhukti was part of Odisha during rule of Kings like Sasanka. Kalidasa mention the same. Portugese mention the same. British even mention places like Hinjli part of Odisha when even Odisha kings were not ruling there. They explicitly mention that. Medinapur had Khandayat rulers in abundance during Akbar's period. Persian sources mention that. In first linguistic census 20% of Medinapur was Odia speakers. Even during pala rule of Deva pala or his immediate successor Tamluk was not in Pala kingdom but under Bhaumakaras. Inscriptional data shows that.
The inscription here is clearly in the Bengali script, not Odia. What's so very interesting is that the morphology of the Bengali script has hardly changed over the past 1300 years (or more). It once again highlights that Mayurbhanja has historically been part of the Bengali cultural & linguistic sphere. It was wrongly merged with Odisha in 1949.
7
34
132
3,967
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 retweeted
ସରକାର ଜାତି ଭିତ୍ତିକ ସଂରକ୍ଷଣ ବଢ଼ାଇ ଚାଲିଛନ୍ତି।କିନ୍ତୁ ଏହା ଦ୍ବାରା କଣ ଲାଭ ହେଉଛି?ଯେଉଁ ମାନେ ଶିକ୍ଷିତ ବା ସହରରେ ରହୁଛନ୍ତି ସେମାନେ କୋଟାର ସଦୁପଯୋଗ କରି ପୀଢ଼ି ପରେ ପୀଢ଼ି ଚାକିରୀ ପାଉଛନ୍ତି।ହେଲେ ଯେଉଁମାନେ ଦୁର୍ଗମ ଅଞ୍ଚଳ ରେ ରହୁଛନ୍ତି,ସେମାନଙ୍କ ଜୀବନ ସେମିତି ହିଁ ବିତି ଯାଉଛି,ନା ଶିକ୍ଷା ଅଛି ନା ସ୍ବାସ୍ଥ୍ୟ। (କ୍ରମଶଃ)
5
7
49
1,350
ଓଁ ଶାନ୍ତି।🙏🏻 'ଦେଶ କାଳ ପାତ୍ର' ଓଡ଼ିଆ ସାହିତ୍ୟ ପାଇଁ ଜଗନ୍ନାଥ ପ୍ରସାଦ ଦାସଙ୍କର ଏକ ଅମୂଲ୍ୟ ଅବଦାନ। ପ୍ରତ୍ୟେକ ଓଡ଼ିଆ ନିଜ ରାଜ୍ୟର ଇତିହାସ ବିସ୍ତୃତ ଭାବରେ ବୁଝିବା ପାଇଁ ଅନ୍ତତଃ ଥରେ ପଢ଼ିବା କଥା।
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ ସମ୍ବାଦ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ସେ କେବଳ ଜଣେ ଉଚ୍ଚକୋଟୀର ସାହିତ୍ୟିକ ନଥିଲେ, ବରଂ ଭାରତୀୟ ପ୍ରଶାସନିକ ସେବା (IAS)ର ଜଣେ ଦକ୍ଷ ଅଧିକାରୀ ଭାବେ ସେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ରାଜ୍ୟ ଓ ଦେଶର ସେବାରେ ନିଜକୁ ନିୟୋଜିତ କରିଥିଲେ। ସାହିତ୍ୟର ପ୍ରତ୍ୟେକ ବିଭାଗରେ ନିଜର ସୃଜନଶୀଳତାର ସ୍ୱତନ୍ତ୍ର ଛାପ ଛାଡିଯାଇଥିବା ଜେ.ପି. ଦାସଙ୍କ ବିୟୋଗ ଆମ ସାରସ୍ୱତ ଜଗତପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରୁଛି ।
2
3
198
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 retweeted
That #tigress mother with four cubs are signs of hope. In 2024, Zeenat was translocated from #Tadoba in Maharashtra to #Similipal in Odisha to strengthen the reserve’s tiger population and improve genetic #diversity. Soon after release, she embarked on an extraordinary journey of nearly 300 km across #Odisha, #Jharkhand and West #Bengal, testing the patience and resolve of wildlife managers. After being tracked, recaptured and returned to Similipal, Zeenat finally settled down. Today, that story has a happy ending. Zeenat has given birth to four cubs. Conservation success is rarely a straight line. It is built on science, perseverance, teamwork and the willingness to stay the course despite setbacks. Four tiny cubs in Similipal now stand as a reminder that sometimes, giving wildlife a second chance is all it takes. A remarkable milestone for tiger conservation in #India. 🐅🐅🐅🐅
17
142
1,217
23,311
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 retweeted
What a rare capture. A melanistic tigress with her 3 melanistic cubs at Similipal Tiger Reserve. As released. #IncredibleIndia
47
482
4,338
78,855
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 retweeted
Daringbadi in Kandhamal, Odisha 🌲⛰️☁️🇮🇳
7
92
801
19,384
ପାଖାପାଖି ପନ୍ଦର ଦିନ ଖଣ୍ଡେ ଝାଞ୍ଜି ମାଡ଼ ଖାଇ ଝାଳନାଳ ହେଇ ଅତିଷ୍ଠ ହେଲା ପରେ ଆଜି ଇନ୍ଦ୍ରଦେବ ଦୟା ପରବଶ ହେଇ ସକାଳୁ କାମଦେବ ରୂପକ କୋମଳ ପାଗଟି ପ୍ରଦାନ କରିଛନ୍ତି। ସମସ୍ତ ମର୍ତ୍ତ୍ୟବାସୀଙ୍କ ତରଫରୁ ତାଙ୍କୁ ସହୃଦୟ ଧନ୍ୟବାଦ ଜ୍ଞାପନ କରୁଛୁ।🙏🏻
6
28
966
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 retweeted
Baneswar temple. Bonaigarh, Odisha.
1
16
109
915
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 retweeted
Bubun Sahoo, the geologist from #Keonjhar who topped Odisha Civil Services in his second attempt. timesofindia.indiatimes.com/…
5
13
219
22,612
ଅରୁଣ ଆରକ୍ତ ବରଣେ ରଞ୍ଜିତ ଦିଶେ ପୂରୁବ ଆକାଶ ଫିଟି ନାହିଁ ନିଶା ଅଙ୍ଗ କଳା ଶାଢ଼ୀ ଫୁଟି ନାହିଁ ଉଷାହାସ! ❤️ #Jharkhand
2
7
73
1,657
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 retweeted
ଦାୟିତ୍ୱର ବୋଝ ତଳେ ଚାପି ଯେତେ ସପନକୁ ଯେମିତି ସେମିତି କାଟି ଦେବା କଥା ଜୀବନକୁ କେହି କହି ତ ନଥିଲେ, କିନ୍ତୁ ସତ କଥା ଇୟେ ବଡ଼ ପୁଅ ସ୍ୱପ୍ନ ଦେଖିଲେ, ଘର ଭାସି ଯାଏ ! #ଜୀବନକବିତା
5
10
49
1,557
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 retweeted
Replying to @MohanMOdisha
Please demand a new rail line linking Khamar ( Talcher Bimalagarh line ) to Basantpur ( Keonjhar ) which in turn will connect Titilagarh to Tiring ( Haludpukhur ) & eventually Motu to Tiring rail line via the Kendujhargarh Badampahar Tatanagar rail line. @CTOdisha @CMO_Odisha
6
12
37
1,369
Bhubaneswar might be the number one Smart city, but certainly not its citizens!
1
2
311