This is the official X handle of District Mineral Foundation-Kendujhar

Joined August 2025
20 Photos and videos
ମୁଖ୍ୟ କାର୍ଯ୍ୟନିର୍ବାହୀ ଆଜି ସଦର ବ୍ଲକ ନୂଆଗାଁରେ କୃଷି ଉତ୍ପାଦକ ଗୋଷ୍ଠୀ ପରିଦର୍ଶନ କରି ଡ୍ରିପ୍, ବାଡ଼ ବୁଜିବା ଚାଷୀଙ୍କ ପାଇଁ ପନିପରିବା ବିକ୍ରି ବଜାର ସୂଚନା ପାଇଁ ଅନୁମୋଦିତ ପାଣ୍ଠି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପିସି ସଦସ୍ୟଙ୍କ ସହିତ ଡିଡିଏଚ୍ ଉପସ୍ଥିତ ଥିଲେ। @CMO_Odisha @mission_shakti @krushibibhag
1
2
3
418
ଜୁଆଙ୍ଗ ଆଦିବାସୀ ପିଲାଙ୍କ କୁପୋଷଣ ମୁକାବିଲା ପାଇଁ ICAR-CTCRI ମାଧ୍ୟମରେ ଡିଏମଏଫ କେନ୍ଦୁଝର ପକ୍ଷରୁ ଇନ୍ଦ୍ରଧନୁ ଆହାର ଯୋଜନା ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୋନାସିକାଠାରେ ଶୁଭାରମ୍ଭ କରାଯାଇଛି। ଏଥିରେ ଛାତ୍ରୀମାନଙ୍କୁ ଗୋଟିଏ ଚାରାର ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯାଇଛି। @CMO_Odisha @WCDOdisha @scstdevdept
5
178
ଜିଲ୍ଲା ଖଣିଜ ପ୍ରତିଷ୍ଠାନ @DMFKJR ପ୍ରଯୋଜିତ ଡିଏମଏଫ୍ ଉଦ୍ୟମୀ ପ୍ରକଳ୍ପ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ପି.ଏମ୍‌.ଇ.ଜି.ପି ଯୋଜନା ଅଧୀନରେ ସ୍ଥାନୀୟ ଡି.ଡି. କଲେଜ ରୋଡ଼ଠାରେ ଇପ୍ସିତା ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ଏକ ଡ୍ରାଏ କ୍ଲିନିଂ (ଟମ୍ୱଲ ଡ୍ରାଏ) କେନ୍ଦ୍ର ଉଦଘାଟିତ ହୋଇଛି। @LESIOdisha @MsmeDepartment @skilled_odisha
1
1
129
10 Dec 2025
ଡିଏମଏଫ-କେନ୍ଦୁଝର ପ୍ରଯୋଜିତ କ୍ରେଚ୍ ମଡେଲ ଅଧ୍ୟୟନ ତଥା ସେବା ପ୍ରଦାନର ମୂଲ୍ୟାଙ୍କନ କରିବା ଲକ୍ଷ୍ୟରେ ବିଶ୍ବ ବ୍ଯାଙ୍କର ଏକ ପ୍ରତିନିଧି ଦଳ କେନ୍ଦୁଝର ସଦର ଓ ବାଂଶପାଳ ବ୍ଲକର ବିଭିନ୍ନ ଶିଶୁ କଳିକା କେନ୍ଦ୍ର ପରିଦର୍ଶନ କରିଛନ୍ତି। @CMO_Odisha @mission_shakti @WCDOdisha @IPR_Odisha
1
5
168
ବାଂଶପାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ଡିଏମଏଫ ପ୍ରଯୋଜିତ ମୋବାଇଲ ମେଡ଼ିକାଲ ୟୁନିଟ ଦ୍ବାରା ଆଜି ରୁଗୁଡିକସଡା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଶିବିରରେ ୮୮ ଜଣ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯାଇଛି। @CMO_Odisha @HFWOdisha @nhmodisha @scstdevdept @SMEOdisha1
1
6
153
ଭୁବନେଶ୍ବର ପୁସ୍ତକ ମେଳା
ଆସନ୍ତୁବୁଲି ଯିବା ପୁସ୍ତକ ମେଳା
117
ଗ୍ରାମାଞ୍ଚଳରେ ଉଦ୍ୟୋଗ ବିକାଶ ପାଇଁ ଡିଏମଏଫ ଉଦ୍ୟମୀ ପ୍ରକଳ୍ପ ଅଧୀନରେ ବିଶେଷଜ୍ଞ ଉଦ୍ୟୋଗୀ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି କାର୍ଯ୍ୟାଳୟରେ ଆୟୋଜିତ କର୍ମଶାଳାରେ ୪୦ଆଶାୟୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଉପରେ ସଚେତନ କରାଯାଇଥିଲା। @CMO_Odisha @SSEPD2 @MsmeDepartment
5
115
ଦକ୍ଷତା ବିକାଶ ପଦକ୍ଷେପରେ ଡିଏମଏଫ କେଉଁଝର ପ୍ରଯୋଜିତ ଖଣିଶକ୍ତି କାର୍ଯ୍ୟକ୍ରମରେ ଖଣି କୌଶଳ ବିକାଶ ତାଲିମ କେନ୍ଦ୍ରର ୨୧ଯୁବକ ବେଙ୍ଗାଲୁରୁସ୍ଥିତ ଟିଭିଏସ ଓ ସ୍ନାଇଡର କମ୍ପାନୀରେ ଚାକିରି ପାଇଛନ୍ତି। ଜିଲ୍ଲାପାଳ ନିଯୁକ୍ତିପ୍ରାପ୍ତ ଯୁବକଙ୍କୁ ଏକ ବିଶେଷ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି। @CMO_Odisha @skilled_odisha @MiningSSC
1
10
168
29 Nov 2025
ଡିଏମଏଫ ସହାୟତାରେ ଚାଲୁଥିବା ମୋବାଇଲ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ସରକାରୀ ଓ ଶୁଆକାଟି ଆଶ୍ରମ ବିଦ୍ୟାଳୟରେ ଆୟୋଜିତ ଚିକିତ୍ସା ଶିବିରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସ୍କ୍ରିନିଂ ଚିକିତ୍ସା ଓ ସଚେତନତା ସୃଷ୍ଟି କରାଯାଇଛି। @CMO_Odisha @HFWOdisha @nhmodisha @scstdevdept
2
108
28 Nov 2025
ଡିଏମଏଫ କେଉଁଝର ପ୍ରଯୋଜିତ ଖଣି ଶକ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ଖଣି କୌଶଳ ବିକାଶ ତାଲିମ କେନ୍ଦ୍ରରେ ଅଭିଭାବକ ସମ୍ମିଳନୀରେ ପିଲାମାନଙ୍କ ଚାକିରି ସମ୍ପର୍କରେ ସଚେତନ କରାଯାଇଛି। ଏ କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକଙ୍କୁ ଖଣି କ୍ଷେତ୍ରରେ ମର୍ଯ୍ୟାଦାପୂର୍ଣ୍ଣ ଜୀବିକା ପାଇଁ ପ୍ରସ୍ତୁତ କରାଯାଉଛି।@CMO_Odisha @skilled_odisha @MiningSSC
5
94
27 Nov 2025
ଡିଏମଏଫ କେଉଁଝର ପ୍ରଯୋଜିତ ଖଣି ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ଖଣି କୌଶଳ ବିକାଶ ତାଲିମ କେନ୍ଦ୍ରରେ HEMM ମେକାନିକ୍ ତାଲିମ ପାଠ୍ୟକ୍ରମ ଜାରି ରହିଛି। ଏଥିରେ ୩୦ ଜଣ ପ୍ରାର୍ଥୀଙ୍କୁ ମୁଖ୍ୟ ମେସିନ୍ ଯଂନ୍ତ୍ରାଶ ଓ ଉପାଦାନ ବିଷୟରେ ତାଲିମ ପ୍ରଦାନ କରାଯାଉଛି। @CMO_Odisha @MiningSSC @IPR_Odisha @skilled_odisha
5
103
21 Nov 2025
ଡିଏମଏଫ ଉଦ୍ୟାମୀ ପ୍ରକଳ୍ପ ଅଧୀନରେ ହରିଚନ୍ଦନପୁର ବ୍ଲକରେ ସଫଳତାର ସହ ତାଲିମ ସମାପ୍ତ କରିଥିବା ଅଂଶଗ୍ରହଣକାରୀମାନଙ୍କୁ ମାନ୍ୟବର ସାଂସଦ @anantanayakKJR ଏବଂ ବିଧାୟକବୃନ୍ଦ ଉଦ୍ୟୋଗିତା ବିକାଶ କାର୍ଯ୍ୟକ୍ରମ (EDP) ପ୍ରମାଣପତ୍ର ବଣ୍ଟନ କରିଛନ୍ତି। @CMO_Odisha @WCDOdisha @LESIOdisha @SkilledOdisha1
1
88
15 Nov 2025
Hon’ble Minister of Coal & Mines Shri G. Kishan Reddy visited the DMF Keonjhar stall at the 44th India International Trade Fair 2025 in New Delhi soon after inaugurating the fair. #DMFKeonjhar #IITF2025
Inaugurated the Ministry of Mines Pavilion at the India International Trade Fair (IITF) 2025 today in New Delhi. With the participation of all Central Public Sector Enterprises (CPSEs) under the Ministry — NALCO, HCL, GSI, MECL, JNARDDC, NIRM — along with Hindalco & HZL, the pavilion reflects the best of India’s mining ecosystem.
4
139
15 Nov 2025
DMF Keonjhar proudly showcased different products of SHGs at 44th India International Trade Fair 2025, organised by ITPO at New Delhi from 14-27 Nov. Empowering communities, promoting local craftsmanship, and taking Keonjhar to the national stage.@CMO_Odisha @IPR_Odisha #IITF2025
4
117
ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ମୁଖ୍ୟ କାର୍ଯ୍ଯନିର୍ବାହୀ ଅଧିକାରୀ ଡଃ ରିନା ପ୍ରଧାନ ଆଜି ଏସସିବି ମେଡିକାଲ କଲେଜ କଟକରେ ପ୍ରତିଷ୍ଠିତ ପିଏଫସି (ରୋଗୀ ସୁବିଧା କେନ୍ଦ୍ର) ଏବଂ ଏଏସି (ଆଟେଣ୍ଡାଣ୍ଟ ଆବାସ କେନ୍ଦ୍ର) ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। @CMO_Odisha @HFWOdisha @nhmodisha
6
97
ଜିଲ୍ଲାପାଳ ଆଜି କାଞ୍ଜିପାଣି ଉପତ୍ୟକାରେ @DMFKJR ପାଣ୍ଠି ସହାୟତାରେ ନିର୍ମାଣାଧୀନ ପରିବେଶ ପର୍ଯ୍ଯଟନ କେନ୍ଦ୍ର କାର୍ଯ୍ଯ ସମୀକ୍ଷା କରିଛନ୍ତି। ବନଖଣ୍ଡ ଅଧିକାରୀ ଓ ଅଧିକାରୀମାନେ ବିବରଣୀ ପ୍ରଦାନ କରିଥିଲେ। କିରିକାଞ୍ଜିପାଣି ବନ ସୁରକ୍ଷା ସମିତି ଏ କେନ୍ଦ୍ର ପରିଚାଳନା କରିବ। @CMO_Odisha @ForestDeptt @odisha_tourism
5
88
28 Oct 2025
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ଅବସରରେ "ସତର୍କତା-ଆମର ମିଳିତ ଦାୟିତ୍ୱ" ବିଷୟବସ୍ତୁ ଉପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରର ସିଇଓ ଡକ୍ଟର ରୀନା ପ୍ରଧାନ ଶପଥ ପାଠ କରାଇଛନ୍ତି। @CMO_Odisha @homeodisha @CVCIndia @OdishaVigilance
1
3
19
608
16 Oct 2025
ଡ. ରିନା ପ୍ରଧାନ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଡିଏମଏଫ୍ କେନ୍ଦୁଝର ଓ ପବନ କୁମାର, ଶିକ୍ଷାନବୀଶ ଆଇଏଏସ୍ ଡିଏମଏଫ୍ ଅନୁଦାନପ୍ରାପ୍ତ ଖଣି ଶକ୍ତି-ଖଣି କୌଶଳ ବିକାଶ ତାଲିମ କେନ୍ଦ୍ରର ଭିତ୍ତିଭୂମି, ତାଲିମ ସୁବିଧା, ଶ୍ରେଣୀଗୃହ ଏବଂ ଆବାସିକ ବ୍ୟବସ୍ଥା ଆଦି ଯାଞ୍ଚ କରିଛନ୍ତି। @CMO_Odisha @MiningSSC @skilled_odisha @sipshr
5
4
41
1,534
DMF, ସିଇଓଙ୍କ ଦ୍ୱାରା PLTP (ପ୍ଲେସମେଣ୍ଟ ଲିଙ୍କଡ୍ ଟ୍ରେନିଂ ପ୍ରୋଗ୍ରାମ) ଏବଂ NUA ଓଡ଼ିଶା ଦକ୍ଷତା ବିକାଶ କାର୍ଯ୍ଯକ୍ରମ ଗୁଡ଼ିକର ସମୀକ୍ଷା କରାଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା)କୁ ତାଲିମ ପରେ ନିଯୁକ୍ତି ହାର ବୃଦ୍ଧି,ଗ୍ରାମୀଣ ଓ ଖଣି ପ୍ରଭାବିତ ଅଞ୍ଚଳରୁ ଅଧିକ ପ୍ରାର୍ଥୀଙ୍କୁ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
2
8
188
16 Sep 2025
Celebrating 10th Anniversary of Pradhan Mantri Khanij Kshetra Kalyan Yojana (PMKKKY) & District Mineral Foundation (DMF). Driving inclusive growth, welfare, & development in mining-affected areas of #Kendujhar @CMO_Odisha @MinesMinIndia #10YearsOfPMKKKY #InclusiveGrowth #DMF
1
5
217