M.A in Tourism & Hospitality

Joined October 2011
287 Photos and videos
Sk BelaluddinAhmd retweeted
@CMO_Odisha @SecyChief @EduMinOfIndia @SMEOdisha @MohanMOdisha @NityanandaBJP @otvnews @NandighoshaTV @kanak_news @ArgusNews_in Why the SPD OSEPA is so liberal and silent favoring the blacklisted agencies against whom Vocational Trainers' Association Odisha raised grievance.
3
6
5
123
ଆଜି ରାଜ୍ୟ ସଚିବାଳୟରେ (ଲୋକସେବା ଭବନ) , ମୁଖ୍ୟ ଶାସନସଚିବ ମାନନୀୟା ଅନୁ ଗର୍ଗଙ୍କୁ @SecyChief ଭେଟି ଧନ୍ଦାମୁଳକ ଶିକ୍ଷକଙ୍କ(Vocational Teacher) ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ।।। @OdishaVts
16
43
41
767
Sk BelaluddinAhmd retweeted
@CMO_Odisha @MohanMOdisha @NityanandaBJP @SecyChief @SMEOdisha @OSEPA_Official @AnanyaDasIAS @anupamias @ThirumalaNaik4 ରାଜସ୍ଥାନରେ ଏଜେନ୍ସି ଫି 5%, ଜାମ୍ମୁ କାଶ୍ମୀରରେ 10%, ହରିୟାଣାରେ ଏଜେନ୍ସି ବ୍ୟବସ୍ଥା ନାହିଁ। ତେବେ ଓଡ଼ିଶାରେ କାହିଁକି ସର୍ବାଧିକ 15% ଏଜେନ୍ସି ଫି?
2
20
9
428
Sk BelaluddinAhmd retweeted
ଶିକ୍ଷା ବିଭାଗ ରେ Tender Fixing EOI No-814 /VE /25 OSEPA ର ଅସାଧୁ ଅଫିସର ଓ outsourcing କମ୍ପାନୀ କୁଚକ୍ରୀ ଗୋଷ୍ଠୀ କବଳ ରେ Vocational ଶିକ୍ଷା ମାତ୍ର କିଛି ଟଙ୍କା ବିନିମୟ ରେ ହଜାର ହଜାର VT କମ୍ପାନୀ ର ଦାଦନ #SaveVocationalEducation #SaveOdishaVTs #RemoveVTPs #JobPolicy4VTs
10
6
197
Sk BelaluddinAhmd retweeted
Assencive Edu care ବିଗତ ଦିନରେ Manipal ରେ blacklisted ହେବା ସତ୍ୱେ କାହାର ଛତ୍ର ଛାୟା ତଳେ ରହି ପ୍ରୋଜେକଟ କୁ monitoring କରୁଛି. Osepa officials ତାକୁ କୋଠ ପୁଅ କରି କୋଳରେ ବସାଇଛନ୍ତି. ତଦନ୍ତ ହୋଉ ଭୋକେସନାଲ recruitment tender fixing ରେ ବହୁତ ବଡ ବଡ଼ିଆ ପାଣି ତଳେ ଲୁଚିକି ରହିଛନ୍ତି, ସବୁ ଗୋଟେ ଗୋଟେ ବାହାରିବେ.
1
21
17
285
Sk BelaluddinAhmd retweeted
@CMO_Odisha @MohanMOdisha @SecyChief @SMEOdisha @NityanandaBJP @ThirumalaNaik4 @OSEPA_Official @AnanyaDasIAS ସୀମା ଟପିଲା ଆସେନସିଭ୍ ଏଜୁକେୟାରର ଦାଦାଗିରି! ଓସେପା କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବା ବାକି ରହିଲା।
9
47
26
325
Sk BelaluddinAhmd retweeted
@CMO_Odisha @MohanMOdisha @SecyChief @SMEOdisha @NityanandaBJP @ThirumalaNaik4 @OSEPA_Official @AnanyaDasIAS ସୀମା ଟପିଲା ଆସେନସିଭ୍ ଏଜୁକେୟାରର ଦାଦାଗିରି! ଓସେପା ଅଫିସ ଭିତରେ ସୌମ୍ୟରଞ୍ଜନ ସାହୁ ବାଉଁସର ଲଗାଇ ଓଡ଼ିଶା ଭୋକେସନାଲ ଟ୍ରେନର୍ସ ଆସୋସିଏସନ ସଭାପତିଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ।
39
148
71
827
Sk BelaluddinAhmd retweeted
Chairman, Co-Chairman, and Members of the High-Level Experts Committee deliberated on various issues and demands raised by the Odisha Secondary T.G. Teachers Association, All Odisha Block Level RTE-SSA Association, Odisha P.H. Inclusive Education Volunteers Welfare Association, and Vocational Teachers Welfare Association on 24.03.2026 at Toshali Bhawan.
125
197
196
4,597
Sk BelaluddinAhmd retweeted
ଗୋଟିଏ ବ୍ଲାକଲିଷ୍ଟ ହୋଇଥିବା ଏଜେନ୍ସୀ ପାଇଁ SPD OSEPA ଙ୍କ ଏତେ ଦରଦ କାହିଁକି? ଓଡ଼ିଶା ର Vocational Trainer ଆଗ ନା ଅଣଓଡ଼ିଆ ଏଜେନ୍ସୀ ଆଗ? କୁଆଡେ ଗଲା ଓଡ଼ିଆ ଅସ୍ମିତା?? @CMO_Odisha @MohanMOdisha @NityanandaBJP @SecyChief @SMEOdisha @OSEPA_Official @AnanyaDasIAS @AnupamSaha
8
61
35
702
🚨 EXPOSED: Mega Recruitment Scam in Odisha’s Mass Education Department! We strongly condemn the massive corruption and irregularities in the recruitment process. Senior officials & private "consultants" are manipulating the system, forcing experienced staff (2016 batch) to reapply while looting money per post. The creation of 21 outsourcing agencies and the contradictory notification to oust employees above 45 is a conspiracy against honest workers. This is daylight robbery of employment opportunities. We demand: ⚫ Immediate CBI/SPE inquiry into the scam. ⚫ Cancellation of the flawed notification. ⚫ Protection for existing employees. @MohanMOdisha @suryabanshibjp @narendramodi @NityanandaBJP @VTAA_NSQF @PrithivirajBJP @mlkhattar @dpradhanbjp @AprajitaSarangi @babusinghodisha @IPR_Odisha @CorExposed #JobScam #VTWA_Odisha #JusticeForEmployees
179
374
213
2,745
Sk BelaluddinAhmd retweeted
OSEPA ଦ୍ୱାରା ନିଯୁକ୍ତି ପାଇଥିବା 3100 ରୁ ଉର୍ଦ୍ଧ ଧନ୍ଧାମୂଳକ ପ୍ରଶିକ୍ଷକ ଙ୍କୁ ଏଜେନ୍ସି ହାତରେ ଟେକିଦେଇ OSEPA ଧୃତରାଷ୍ଟ ହୋଇ ବସିଛି, ବ୍ୟାପକ ଦୁର୍ନୀତି, ନିଯୁକ୍ତି କେଳେଙ୍କାରୀ, ଦରମା ଅବ୍ୟବସ୍ଥା ଭିତରେ ଛନ୍ଧି ହୋଇଥିବା ଭୋକେଶନାଲ ଟ୍ରେନର ତ୍ରାହି ତ୍ରାହି ଡାକିଲେଣି. ସଂଘ ସହିତ ବୈଠକ କରି ଏଜେନ୍ସି ଙ୍କ ରିଭିଉ କେବେ???????
35
141
82
1,179
डरपोक प्रधानमंत्री!!
जैसा मैंने कहा, पीएम मोदी संसद में नहीं आएंगे क्योंकि वो डरे हुए हैं और सच्चाई का सामना नहीं करना चाहते।
2
86
Sk BelaluddinAhmd retweeted
କଣ ଚାଲିଛି ରାଜ୍ୟ ରାଜନୀତି ରେ ସରକାର ଓ ଶାସକଙ୍କ ନିର୍ଦେଶ କୁ ଅବମାନନା..ସେ ପୁଣି ଜଣେ କି ଦୁଇ ଜଣ ଅଧିକାରୀ ନାହିଁ.ଆଗକୁ କଣ ହେବ ଓଡିଶା ସାଧାରଣ ଜନତାଙ୍କ.
1
3
543
Sk BelaluddinAhmd retweeted
କିଛି ବହାଦୁରିଆ,ଖାତିରିୟା ଓ ମନେ ମନେ ଶ୍ରେଷ୍ଠ ଭାବୁଥିବା ମୂର୍ଖ ଅଧିକାରୀ ପାଇଁ କୌଣସି ସହାନୁଭୂତି ନଦେଖାନ୍ତୁ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନୁହେଁ,ସିଧା ନିଲମ୍ବନ କରୁ ବିଭାଗ👈 ନିଜକୁ କେଉଁ କ୍ଷମତା ସମ୍ପର୍ନ୍ନ ଶ୍ରେଷ୍ଠ ବ୍ୟକ୍ତି ଭାବି ବଦଳି ନିର୍ଦ୍ଦେଶ କୁ ବେଖାତିର ଓ ମନମୁଖୀ ଭାବେ ବଦଳି ନିର୍ଦ୍ଦେଶକୁ ମାନୁନାହାନ୍ତି👈
2
5
907
Sk BelaluddinAhmd retweeted
Vocational trainers ମାନଙ୍କୁ VTP ମାଙ୍କ ଦାଉରୁ ରକ୍ଷା କରନ୍ତୁ 🙏 VTP ରକ୍ତ ଶୋଷି ଶୋଷି ଜୀବନ ନେଲଣି 🙏 କେବେ ଆଉ ଆମକୁ ଏଇ ରାବଣ ମାନଙ୍କ ଠାରୁ ରକ୍ଷା କରିବେ ????
11
6
76
Major irregularities & Rule Violations in @OSEPA_Official , VTPs are enjoying monopoly power with huge corruption. Thanks to @SMEOdisha Commissioner-Cum-Secretary @ThirumalaNaik4 ji assured timely intervention and take necessary steps to review the past performance record of VTPs. Madam @AnanyaDasIAS ji plz take this matter seriously.
30
104
84
1,135
ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ @ThirumalaNaik4 ଙ୍କୁ ଭେଟି VTPs ନିୟୋଜନ ରେ ହୋଇଥିବା ବ୍ୟାପକ ଦୁର୍ନୀତି ସଂପର୍କରେ ଅବଗତ କରାଗଲା । ଏ ଦିଗରେ ସଠିକ୍ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଲେ ସଚିବ ମହୋଦୟ । #ଧନ୍ଦାମୂଳକ_ଶିକ୍ଷକ . The grievance is submitted in the larger public interest, to safeguard the rights of thousands of Vocational Trainers and to ensure lawful, transparent and accountable implementation of Government Programs. @OSEPA_Official @CMO_Odisha @SMEOdisha @SecyChief
91
232
206
1,725
Sk BelaluddinAhmd retweeted
@CMO_Odisha @NityanandaBJP @SMEOdisha @OSEPA_Official @AnanyaDasIAS ଓସେପା ର ଚାଞ୍ଚକତା ର ସିକାର କାର୍ଯ୍ୟରତ 2120 ଧନ୍ଦାମୂଳକ ପ୍ରଶିକ୍ଷକ ଦୀର୍ଘ ୦୮ ବର୍ଷ କାର୍ଯ୍ୟ କରିବାପରେ ହରାଉଛନ୍ତି ଚାକିରୀ ରେ ବରିଷ୍ଠତା । ଧନ୍ୟବାଦ ସଂଗୀତା ମାଦାମ।
20
66
35
573