Filter
Exclude
Time range
-
Near
NSQF Vocational Education in the hands of Blacklisted agencies Tender Fixing & manipulation in EOI No-814/VE/2025. Need fair Inquiry & punish culprits No timely books to students & salary to VTs #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
12
9
214
Tender Fixing in EOI No-814/ VE/ 2025 Blacklisted କମ୍ପାନୀ ଙ୍କୁ ଅହେତୁକ ଅନୁକମ୍ପା. Vocational ଶିକ୍ଷା ବାଟବଣା ନା ସମୟ ରେ ପିଲାଙ୍କୁ ବହି ନା ପ୍ରଶିକ୍ଷକଙ୍କୁ ଦରମା ପ୍ରତିବାଦ କଲେ ବେଆଇନ ଛଟେଇ, ଗୁଣ୍ଡା ଲଗେଇ ମାଡ଼ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
5
5
99
ସରକାରୀ ସ୍କୁଲ ଓ ଜନସାଧାରଣ ଙ୍କ ପଇସା ରେ କମ୍ପାନୀ ଶାସନ ସରକାର ହୋଇଛନ୍ତି ନିଦାବିଷ୍ଣୁ OSEPA ହେଉଛି ମାଧ୍ୟମ Vocational ଶିକ୍ଷା କେବଳ କାଗଜ କଲମ ରେ ସୀମିତ ନା ସମୟ ରେ ପିଲାଙ୍କୁ ବହି ନା ପ୍ରଶିକ୍ଷକ ଙ୍କୁ ଦରମା #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
6
4
116
Tender Fixing & manipulation in Tender award to blacklisted companies Corrupt officials of OSEPA & company hijacked Vocational education No timely salary to VTs no books to students #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
4
3
78
ସରକାରୀ ସ୍କୁଲ ଜନତା ଙ୍କ ପଇସା କିନ୍ତୁ କମ୍ପାନୀ ଶାସନ.Vocational ଶିକ୍ଷା ନାଁ ରେ outsourcing ଏଜେନସି ପୋଷା ହେଉଛି ନା ବହି ନା ଦରମା. ପ୍ରତିବାଦ କଲେ ଛଟେଇ ଅଫିସର ଙ୍କ କମ୍ପାନୀ ପ୍ରୀତି ଓ ଓଡ଼ିଆ ମାରଣ ନୀତି. ସରକାର ନିଦା ବିଷ୍ଣୁ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
1
16
8
251
କାହା ବଳ ରେ ବଳୀୟାନ outsourcing ଏଜେନସି ମାନେ? କିଛି ଲାଞ୍ଚୁଆ ଅଫିସର ଙ୍କୁ ହାତ କରି ଶିକ୍ଷା ପରି ପବିତ୍ର ପେସା ରେ Tender Fixing #SaveVocationalEducation #SaveOdishaVTs #RemoveVTPs #JobPolicy4VTs #ReinstateVTs
9
4
181
କାହା ବଳ ରେ ବଳୀୟାନ outsourcing ଏଜେନସି ମାନେ? କିଛି ଲାଞ୍ଚୁଆ ଅଫିସର ଙ୍କୁ ହାତ କରି ଶିକ୍ଷା ପରି ପବିତ୍ର ପେସା ରେ Tender Fixing #SaveVocationalEducation #SaveOdishaVTs #RemoveVTPs #JobPolicy4VTs #ReinstateVTs
18
11
261
ଶିକ୍ଷା ବିଭାଗ ରେ Tender Fixing EOI No-814 /VE /25 OSEPA ର ଅସାଧୁ ଅଫିସର ଓ outsourcing କମ୍ପାନୀ କୁଚକ୍ରୀ ଗୋଷ୍ଠୀ କବଳ ରେ Vocational ଶିକ୍ଷା ମାତ୍ର କିଛି ଟଙ୍କା ବିନିମୟ ରେ ହଜାର ହଜାର VT କମ୍ପାନୀ ର ଦାଦନ #SaveVocationalEducation #SaveOdishaVTs #RemoveVTPs #JobPolicy4VTs
5
7
109
କାଗଜ କଲମ ରେ Vocational ଶିକ୍ଷା ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଓ ହଜାର ହଜାର ପ୍ରଶିକ୍ଷକ ଙ୍କ ଭାଗ୍ୟ ଭବିଷ୍ୟତ କମ୍ପାନୀ ହାତରେ ଟେକି ଦେଲେ ସରକାର ସରକାର ଙ୍କ ଅପାରଗତା ପାଇଁ କମ୍ପାନୀ ମାଲେମାଲ ଅଫିସର ଲାଲେଲାଲ ଶିକ୍ଷା ବ୍ୟବସ୍ଥା ବେହାଲ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
6
6
159
ସରକାରୀ ଧନ ରେ କମ୍ପାନୀ ଶାସନ OSEPA ସାଜିଛି ବେପାର ମାଧ୍ୟମ ଦୀର୍ଘ ଦଶ ବର୍ଷ ହେଲା ଉଚ୍ଚ ଶିକ୍ଷିତ ଯୁବ ଗୋଷ୍ଠୀ ଙ୍କ ଭାଗ୍ୟ ଶିକ୍ଷା ବେପାରୀ ଙ୍କ ହାତରେ ନା ସମୟ ରେ ଦରମା ନା ଅନ୍ୟାନ୍ୟ ସୁବିଧା ସୁଯୋଗ. ବିରୋଧ କଲେ ଛଟେଇ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
5
7
178
କିଛି ଅସାଧୁ କର୍ମଚାରୀ ଓ outsourcing ଏଜେନସି ଙ୍କ ଚକ୍ରବ୍ୟୁହ ରେ Vocational ଶିକ୍ଷା ବର୍ବାଦ ନା ପିଲା ଙ୍କୁ ସମୟ ରେ ବହି, ନା ସାଟିଫିକେଟ ନା ପ୍ରଶିକ୍ଷକ ଙ୍କୁ ସମୟ ରେ ଦରମା ନା ଅନ୍ୟାନ୍ୟ ସୁବିଧା ସରକାରୀ ଧନ ରେ କମ୍ପାନୀ ଶାସନ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
1
2
67
କିଛି ଅସାଧୁ କର୍ମଚାରୀ ଓ outsourcing ଏଜେନସି ଙ୍କ ଚକ୍ରବ୍ୟୁହ ରେ Vocational ଶିକ୍ଷା ବର୍ବାଦ ନା ପିଲା ଙ୍କୁ ସମୟ ରେ ବହି, ନା ସାଟିଫିକେଟ ନା ପ୍ରଶିକ୍ଷକ ଙ୍କୁ ସମୟ ରେ ଦରମା ନା ଅନ୍ୟାନ୍ୟ ସୁବିଧା ସରକାରୀ ଧନ ରେ କମ୍ପାନୀ ଶାସନ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
1
6
8
122
କାଗଜ କଲମ ରେ Vocational ଶିକ୍ଷା, ଅନିଶ୍ଚିନ୍ତ ରେ ଲକ୍ଷ ଲକ୍ଷ ପିଲା ଙ୍କ ଭବିଷ୍ୟତ, ହଜାର ହଜାର ଶିକ୍ଷିତ ଓଡ଼ିଆ ଯୁବ ଗୋଷ୍ଠୀ ଏଜେନସି ଦ୍ୱାରା ଅବହେଳିତ ସରକାରୀ ଧନ ରେ କମ୍ପାନୀ ଶାସନ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
5
2
106
କାଗଜ କଲମ ରେ Vocational ଶିକ୍ଷା, ଅନିଶ୍ଚିନ୍ତ ରେ ଲକ୍ଷ ଲକ୍ଷ ପିଲା ଙ୍କ ଭବିଷ୍ୟତ, ହଜାର ହଜାର ଶିକ୍ଷିତ ଓଡ଼ିଆ ଯୁବ ଗୋଷ୍ଠୀ ଏଜେନସି ଦ୍ୱାରା ଅବହେଳିତ ସରକାରୀ ଧନ ରେ କମ୍ପାନୀ ଶାସନ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
1
43
29
580
Replying to @SMEOdisha
ଏଜେନସି ଓ ଅଫିସର ଙ୍କ ମଧୁଚନ୍ଦ୍ରିକା Vocational ଶିକ୍ଷା ଚୁଲୀକୁ ଗଲା ନା ବହି, ନା ଦରମା, ନା ନିଯୁକ୍ତି କାଗଜ କଲମ ରେ ସବୁ ଚାଲିଲା ଦଶ ବର୍ଷ ହେଲା କଣ ମିଳିଲା ଡରି ମରି ଯିଏ ପାରିଲା ରହିଲା ପାଟି ଖୋଲିଲେ ଚାକିରୀ ଗଲା #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
1
3
2
310
Replying to @SMEOdisha
Blacklisted VTPs were awarded by OSEPA for Vocational education in Odisha Qualified youths (Vocational Trainer) were exploited by agencies for 9 yrs No timely salary No books No increment #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
1
3
5
378
#SaveVocationalEducation #SaveOdishaVTs #JobPolicy4VTs #RemoveVTPs #ReinstateVTs ସରକାରୀ ଧନ ରେ କମ୍ପାନୀ ର ମନୋମୁଖୀ ଶାସନ ଆଉ ଅଫିସର ଙ୍କ ଓଡ଼ିଆ VT ଦମନ ସରକାରୀ ଅଫିସର ଏଜେନସି ଙ୍କ ଏଜେଣ୍ଟ ଅଭିଯୋଗ ଶୁଣିବାକୁ କେହି ନାହିଁ ଓଲଟା ଛଟେଇ
27
18
638
Stop corruption in Vocational Education Agency ଓ ଅଫିସର ଙ୍କ ଦୁର୍ନୀତି ର ତଦନ୍ତ କରି ଦୋଷୀ ଙ୍କୁ ଦଣ୍ଡିତ କରାହେଉ #SaveVocationalEducation #SaveOdishaVTs #RemoveVTPs ଲକ୍ଷ ଲକ୍ଷ ଛତ୍ର ଛାତ୍ରୀ ଓଡ଼ିଆ 2120 ପ୍ରଶିକ୍ଷକ ଙ୍କ ଭବିଷ୍ୟତ ପାଇଁ Job Security ଓ Job Policy କରାଯାଉ
1
27
14
352