Vehicle RC Can Be Cancelled: ସାବଧାନ! କାଗଜପତ୍ର ଅପଡେଟ୍ ନାହିଁ କି? ବାତିଲ ହୋଇପାରେ ଗାଡ଼ିର RC
ରାସ୍ତାରେ ଗାଡ଼ି ଚଲାଉଛନ୍ତି କି? ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଯଦି ଆପଣଙ୍କ ଗାଡ଼ିର ବୀମା କିମ୍ବା PUC ଅପଡେଟ୍ ନାହିଁ, ତେବେ ଖୁବ୍ ଶୀଘ୍ର ବାତିଲ ହୋଇପାରେ ଆପଣଙ୍କ RC।
otvkhabar.in